ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୭୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୧୨ ହେଉଛି ଲୋକାଲ୍ କେସ୍।
Covid-19 Report For 15th November
New Positive Cases: 749
In quarantine: 437
Local contacts: 312(Details of local contacts will be shared by concerned District Administration)
District Wise Cases:
1. Angul: 45
2. Balasore: 38
3. Bargarh: 24
4. Bhadrak: 15
5. Balangir: 24— I & PR Department, Odisha (@IPR_Odisha) November 16, 2020
ଖୋର୍ଦ୍ଧାରୁ ୮୮ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୭୮, ସୁନ୍ଦରଗଡ଼ରୁ ୫୫, ଜଗତସିଂହପୁରରୁ ୪୮, କେନ୍ଦୁଝରରୁ ୪୧, ଅନୁଗୋଳରୁ ୪୫ ଓ କଟକରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି।
22. Nawarangpur: 17
23. Nayagarh: 6
24. Nuapada: 14
25. Puri: 15
26. Rayagada: 2
27. Sambalpur: 28
28. Sonepur: 2
29. Sundargarh: 55
30. State Pool: 21New recoveries: 1346
Cumulative tested: 5294726
Positive: 309408
Recovered: 297862
Active cases: 9950— I & PR Department, Odisha (@IPR_Odisha) November 16, 2020
ରାଜ୍ୟରେ ୩,୦୯,୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୯୭,୮୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯,୯୫୦ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ରାଜ୍ୟରେ ୧୫୪୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।