Advertisment

ରାଜ୍ୟରେ ୧୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ୧୬୧୭  ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୯୪୧ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ  ୬୭୬ଟି  ହେଉଛି ଲୋକାଲ୍ କେସ୍‌। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨,୮୭୦,୯୯ରେ ପହଞ୍ଚିଛି। Covid-19 Report For 28th October New Positives Cases 1617 In quarantine: 941 Local contacts: 676 (Details of […]

author-image
Tapaswini Nayak
ଅଦ୍ୟତନ ହୋଇଛି
ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ, ୮୫୦ ପାର୍‌ କଲା ସଂଖ୍ୟା

corona-3.6

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ୧୬୧୭  ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୯୪୧ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ  ୬୭୬ଟି  ହେଉଛି ଲୋକାଲ୍ କେସ୍‌। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୨,୮୭୦,୯୯ରେ ପହଞ୍ଚିଛି।

Advertisment

Advertisment

ଆଜି ରାଜ୍ୟରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ଖୋର୍ଦ୍ଧାରୁ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୨୮, ସୁନ୍ଦରଗଡ଼ରୁ ୯୩, ମୟୂରଭଞ୍ଜରୁ ୮୫, କଳାହାଣ୍ଡିରୁ ୮୪, ଜଗତସିଂହପୁରରୁ ୮୦, ପୁରୀରୁ ୭୬, ବାଲେଶ୍ବରରୁ ୭୬, ଅନୁଗୋଳରୁ ୭୫, ବଲାଙ୍ଗିରରୁ ୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ନୂଆପଡ଼ାରୁ ୫୯, କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୫୩, ଢେଙ୍କାନାଳରୁ ୪୫, ଯାଜପୁରରୁ ୪୦, ନୟାଗଡ଼ରୁ ୪୦, ଝାରସୁଗୁଡ଼ାରୁ ୩୯, ଷ୍ଟେଟପୁଲରୁ ୩୬, ବରଗଡ଼ରୁ ୩୫, ନବରଙ୍ଗପୁରରୁ ୩୩, କୋରାପୁଟରୁ ୩୨, ଭଦ୍ରକରୁ ୩୦, ସମ୍ବଲପୁରରୁ ୨୨, ଗଞ୍ଜାମରୁ ୨୦, ବୌଦ୍ଧରୁ ୧୯, ମାଲକାନଗିରିରୁ ୧୭, ରାୟଗଡ଼ାରୁ ୧୫, କନ୍ଧମାଳରୁ ୧୪, ଦେବଗଡ଼ରୁ ୧୧, ଗଜପତି ଓ ସୁବର୍ଣ୍ଣପୁରରୁ ୮ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Corona