‘କାଳିଆ’ ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଗ୍ୟ ହିତାଧିକାରୀଙ୍କଠୁ ‘କାଳିଆ’ ଟଙ୍କା ଫେରସ୍ତ ନେଇ ହୋଇଥିବା ନିର୍ଦ୍ଦେଶକୁ ସ୍ଥଗିତ କରାଯାଇଛି। ରାଜ୍ୟରେ କୋଭିଡ୍‌ ଓ ଖରିଫ ଚାଷ ପାଇଁ ସ୍ଥଗିତ କରାଯାଇଛି। ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନଦେବାକୁ ନିଷ୍ପତ୍ତି ହୋଇଛି। ଏନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

CM Naveen Patnaik

CM Naveen Patnaik

Jyoshna Pradhan
  • Published: Sunday, 09 August 2020
  • Updated: 09 August 2020, 02:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଗ୍ୟ ହିତାଧିକାରୀଙ୍କଠୁ ‘କାଳିଆ’ ଟଙ୍କା ଫେରସ୍ତ ନେଇ ହୋଇଥିବା ନିର୍ଦ୍ଦେଶକୁ ସ୍ଥଗିତ କରାଯାଇଛି। ରାଜ୍ୟରେ କୋଭିଡ୍‌ ଓ ଖରିଫ ଚାଷ ପାଇଁ ସ୍ଥଗିତ କରାଯାଇଛି।

ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନଦେବାକୁ ନିଷ୍ପତ୍ତି ହୋଇଛି। ଏନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos