CM Naveen Patnaik
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଯୋଗ୍ୟ ହିତାଧିକାରୀଙ୍କଠୁ ‘କାଳିଆ’ ଟଙ୍କା ଫେରସ୍ତ ନେଇ ହୋଇଥିବା ନିର୍ଦ୍ଦେଶକୁ ସ୍ଥଗିତ କରାଯାଇଛି। ରାଜ୍ୟରେ କୋଭିଡ୍ ଓ ଖରିଫ ଚାଷ ପାଇଁ ସ୍ଥଗିତ କରାଯାଇଛି।
Advertisment
ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନଦେବାକୁ ନିଷ୍ପତ୍ତି ହୋଇଛି। ଏନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/kalia09999999.jpg)