Advertisment

ବିମାନ ଚାଲିବ, କେହି କାହାରିକୁ ଛୁଇଁବା ମନା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ। କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଲକ୍‌ଡାଉନ୍ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ବିମାନ ବନ୍ଦର ହେବ ନନ୍ ଟଚ୍ ବିମାନ ବନ୍ଦର। ଅର୍ଥାତ ଟର୍ମିନାଲ୍ ପରିସରରେ ପ୍ରବେଶ ପଥରୁ ଆରମ୍ଭ କରି ଟିକେଟ୍ ଚେକ୍ ଇନ୍ […]

କରୋନା କଟକଣାରେ ବି ବିମାନରେ ଓଡ଼ିଶା ଆସିଛନ୍ତି ୧୫.୬୬ ଲକ୍ଷ ଯାତ୍ରୀ

Biju-pattnaik-airport

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ। କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଲକ୍‌ଡାଉନ୍ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Advertisment

ଭୁବନେଶ୍ୱର ବିମାନ ବନ୍ଦର ହେବ ନନ୍ ଟଚ୍ ବିମାନ ବନ୍ଦର। ଅର୍ଥାତ ଟର୍ମିନାଲ୍ ପରିସରରେ ପ୍ରବେଶ ପଥରୁ ଆରମ୍ଭ କରି ଟିକେଟ୍ ଚେକ୍ ଇନ୍ କାଉଣ୍ଟର ସବୁଠି ବିନା ସ୍ପର୍ଶରେ କାର୍ଯ୍ୟ କରିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ବ୍ୟବସ୍ଥା କରୁଛନ୍ତି। ଅନ୍ୟପକ୍ଷରେ ବିମାନ ବନ୍ଦରର ଆଧୁନୀକିକରଣ କାମ ବି ଆରମ୍ଭ ହୋଇଛି। ବିମାନ ବନ୍ଦର ପରିସରରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ଏଟିସି ଟାଓ୍ୱାର, ପାରାଲାଲ୍ ଟାକ୍ସିବେ’ର କାମ ମଧ୍ୟ ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe