Advertisment

ବସ୍ତିରୁ ନୂଆ ପ୍ରତିଭା ଖୋଜୁଛି କମିଶନରେଟ୍ ପୁଲିସ

ପୁଲିସ କଥା କହିଲେ, ଛାତିରେ ଛନକା ପଶେ, ଭୟରେ ପିଲାମାନେ ଘରେ ତାଟି କବାଟ ଦେଇ ରହନ୍ତି। ପିଲାବେଳୁ ପୁଲିସ ପ୍ରତି ଏକ ଅଜଣା ଭୟ ମନରେ ରହିଛି। ଯାହା ଦେହରେ ପୁଲିସର ପ୍ରହାର ବସିଛି, ସେ ଠିକ ଜାଣିଥିବେ, ପୁଲିସ କେମିତି ଅପରାଧୀଙ୍କୁ ଦମନ କରେ। କିନ୍ତୁ କଟକ-ଭୁବନେଶ୍ବର କମିଶନରେଟ୍ ପୁଲିସ ନିଜ ଆଡ଼ୁ ଆରମ୍ଭ କରିଛି ଏକ ନୂଆ ଅଭିଯାନ।

author-image
Pujarani Nayak

Bhubaneswar Bhubaneswar News Traffic DCP Comissionratepolice