ଟ୍ରେନ୍‌ ଲାଇନ୍‌ କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଧାରଣା କଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଗତକାଲି ରାତିରେ ରେଳ ଧାରଣାରେ ଶିଶୁ କନ୍ୟାଟି କାନ୍ଦୁଥିବା ହସ୍ତିନୀ ନାଗ ଶୁଣିବା ପରେ ସେଠାକୁ ଯାଇ ଉଦ୍ଧାର କରି ଘରକୁ ନେଇଯାଇଥିଲେ। ଏବେ ବି ଶିଶୁଟି ହସ୍ତିନୀଙ୍କ ପାଖରେ ରହିଛି। କେହି ପିଲାଟିକୁ ଜନ୍ମ ଦେବା ପରେ ରେଳ ଧାରଣା କଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ହସ୍ତିନୀ କହିଛନ୍ତି, “ପିଲାଟିକୁ ପାଇ […]

child

child

Rakesh Mallick
  • Published: Tuesday, 09 October 2018
  • Updated: 09 October 2018, 02:35 PM IST

Sports

Latest News

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଧାରଣା କଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି।

ଗତକାଲି ରାତିରେ ରେଳ ଧାରଣାରେ ଶିଶୁ କନ୍ୟାଟି କାନ୍ଦୁଥିବା ହସ୍ତିନୀ ନାଗ ଶୁଣିବା ପରେ ସେଠାକୁ ଯାଇ ଉଦ୍ଧାର କରି ଘରକୁ ନେଇଯାଇଥିଲେ। ଏବେ ବି ଶିଶୁଟି ହସ୍ତିନୀଙ୍କ ପାଖରେ ରହିଛି।

କେହି ପିଲାଟିକୁ ଜନ୍ମ ଦେବା ପରେ ରେଳ ଧାରଣା କଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ହସ୍ତିନୀ କହିଛନ୍ତି, “ପିଲାଟିକୁ ପାଇ ମୁଁ ବହୁତ ଖୁସି। ମୋର ଝିଅ ନାହିଁ। ମୁଁ ଏ ପିଲାକୁ ଘରେ ରଖି ନିଜ ଝିଅ ଭଳି ଲାଳନପାଳନ କରିବି।”

ତେବେ ଏନେଇ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ୍‌ କି ଶିଶୁ ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି।

https://youtu.be/10MAFnw09jg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story