Advertisment

ଭୁବନେଶ୍ୱରରୁ ୫୯୦ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ନୟାପଲ୍ଲୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମହାମାରୀ କରୋନା ଘାତକ ହେବାରେ ଲାଗିଛି। ଆଜି ୫୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୬୦ ଜଣ ଲୋକାଲ୍‌ କେସ୍‌ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ତେବେ ନୟାପଲ୍ଲୀ ଏବେ ବିଏମ୍‌ସିର ଚିନ୍ତା ବଢ଼ାଇଛି। ଆଜି ଚିହ୍ନଟ ହୋଇଥିବା ୪୬୦ ଜଣ ଲୋକାଲ୍‌ କେସ୍‌ ଭିତରୁ ଏଜି କଲୋନୀ, ଭୋଇ ନଗର, ଗୁରୁଜଙ୍ଗ, ଡେଲ୍‌ଟା ଛକ, ଗୌତମ […]

ଭୁବନେଶ୍ୱରରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୬ ଲୋକାଲ କେସ୍‌

bmc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମହାମାରୀ କରୋନା ଘାତକ ହେବାରେ ଲାଗିଛି। ଆଜି ୫୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୬୦ ଜଣ ଲୋକାଲ୍‌ କେସ୍‌ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ତେବେ ନୟାପଲ୍ଲୀ ଏବେ ବିଏମ୍‌ସିର ଚିନ୍ତା ବଢ଼ାଇଛି।

Advertisment

ଆଜି ଚିହ୍ନଟ ହୋଇଥିବା ୪୬୦ ଜଣ ଲୋକାଲ୍‌ କେସ୍‌ ଭିତରୁ ଏଜି କଲୋନୀ, ଭୋଇ ନଗର, ଗୁରୁଜଙ୍ଗ, ଡେଲ୍‌ଟା ଛକ, ଗୌତମ ନଗର, ଘାଟିକିଆ, ଗଙ୍ଗାନଗର, ଗଣେଶ ନଗର, ଗଜପତିନଗର, ଚନ୍ଦକା, ଜଗମୋହନ ନଗର, ଜୟଦୁର୍ଗା ନଗର, କେଦାର ଗୌରୀ, କଳିଙ୍ଗ ବିହାର, ଖାରବେଳ ନଗର, କୋଳଥିଆ, ଓଲ୍‌ଡ ଏଜି କଲୋନୀ, ନୂଆଗାଁ, ନ୍ୟୁ ଫରେଷ୍ଟ ପାର୍କ, ନନ୍ଦନ ବିହାର, ଏମ୍‌ଏଲ୍‌ଏ କଲୋନୀ, ମୈତ୍ରୀ ବିହାର, ମହାବୀର ନଗର ଓ ଲିଙ୍ଗରାଜ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1385223752716218368?s=20

ସେହିପରି ୧୨୦ ବାଟାଲିଅନ୍‌ରୁ ୨, ଆଇଗିଣିଆରୁ ୨, ବରଗଡ଼ରୁ ୭, ମଧୁସୂଦନ ନଗରରୁ ୨, ବାପୁଜୀ ନଗରରୁ ୭, ବରମୁଣ୍ଡାରୁ ୧୨, ଭରତପୁରରୁ ୨, ଭୀମଟାଙ୍ଗିରୁ ୩, ଗଣ୍ଡମୁଣ୍ଡାରୁ ୨, ଗାଡ଼କଣରୁ ୨, ମଞ୍ଚେଶ୍ୱରରୁ ୯,  ଡୁମ୍‌ଡୁମାରୁ ୬,  ଆଚାର୍ଯ୍ୟ ବିହାରରୁ ୨, ବିଜେବି ନଗରରୁ ୨, ବମିଖାଲରୁ ୨, ବୁଦ୍ଧ ନଗରରୁ ୩, ଡମଣାରୁ ୨, ଚିନ୍ତାମଣିଶ୍ୱରରୁ ୨,  ବୁଦ୍ଧେଶ୍ୱର କଲୋନୀରୁ ୩, ଚକେଇଶିଆଣୀରୁ ୪, ହଂସପାଳରୁ ୨, ଚନ୍ଦ୍ରଶେଖରପୁରରୁ ୧୪, ଆଇଆର୍‌ସି ଭିଲେଜରୁ ୬, ଜାଗମରାରୁ ୭, ଜଗନ୍ନାଥ ନଗରରୁ ୨, ଜୟଦେବ ବିହାରରୁ ୩, ଝାରପଡ଼ାରୁ ୬, କଳ୍ପନା ଛକରୁ ୨, କଳାରାହାଙ୍ଗରୁ ୨, ଖଣ୍ଡଗିରିରୁ ୨୦, କାନନ ବିହାରରୁ ୨, ନୀଳାଦ୍ରି ବିହାରରୁ ୧୧, ନ୍ୟୁ ଏଜି କଲୋନୀରୁ ୫, ନୟାପଲ୍ଲୀରୁ ୨୫ ଓ ଲକ୍ଷ୍ମୀସାଗରରୁ ୧୯ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe