Advertisment

ରାଜଧାନୀରୁ ୭୦୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ନୟାପଲ୍ଲୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୭୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୫୭ ଜଣ ଲୋକାଲ୍‌ କେସ୍। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ତେବେ ଚିନ୍ତା ବଢ଼ାଇଛି ନୟାପଲ୍ଲୀ। ଏଠାରୁ ଆଜି ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୫୫୭ ଲୋକାଲ୍‌ କେସ୍‌ ଭିତରୁ ବାପୁଜୀ ନଗର, ଗାଡକଣ, ଗାୟତ୍ରୀ ନଗର, ଖାରବେଳ ନଗର, କିଟ୍‌ କ୍ୱେୟାର୍‌, କୋଳଥିଆ, ଲକ୍ଷ୍ମୀ […]

ଭୁବନେଶ୍ୱରରେ ରହିବା ସୁବିଧାଦାୟକ, ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସରେ ଦ୍ୱିତୀୟ

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୭୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୫୭ ଜଣ ଲୋକାଲ୍‌ କେସ୍। ଏନେଇ ବିଏମ୍‌ସି ଟ୍ୱିଟ୍‌ କରିଛି। ତେବେ ଚିନ୍ତା ବଢ଼ାଇଛି ନୟାପଲ୍ଲୀ। ଏଠାରୁ ଆଜି ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଆଜି ଚିହ୍ନଟ ହୋଇଥିବା ୫୫୭ ଲୋକାଲ୍‌ କେସ୍‌ ଭିତରୁ ବାପୁଜୀ ନଗର, ଗାଡକଣ, ଗାୟତ୍ରୀ ନଗର, ଖାରବେଳ ନଗର, କିଟ୍‌ କ୍ୱେୟାର୍‌, କୋଳଥିଆ, ଲକ୍ଷ୍ମୀ ନଗର, ଗଜପତି ନଗର, ଡେଲ୍‌ଟା ଛକ, ବ୍ରହ୍ମେଶ୍ୱର ପାଟଣା, କଟକ-ପୁରୀ ବାଇପାସ୍‌, କପିଳପ୍ରସାଦ, କାରର୍ଗିଲ ବସ୍ତି, କେନ୍ଦ୍ରୀୟ ବିହାର, ବୁଦ୍ଧେଶ୍ୱର କଲୋନୀ, ୟୁନିଟ୍‌-୭, ଜଗନ୍ନାଥ ନଗର, ମହାଦେବ ବିହାର, ନହରକଣ୍ଟା, ନନ୍ଦନ ବିହାର, ନ୍ୟୁ ଏଜି କଲୋନୀ, ନ୍ୟୁ ଫରେଷ୍ଟ ପାର୍କ, ନଖରା, ପାଇକ ନଗର, ରଙ୍ଗମାଟିଆ, ସତ୍ୟ ବିହାର ଓ ସନ୍ତୋଷ ବିହାରରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1386664555053338625?s=20

ସେହିପରି ସପ୍ତମ ବାଟାଲିଅନ୍‌ରୁ ୨, ଟଙ୍କପାଣି ରୋଡ୍‌ରୁ ୭, ୟୁନିଟ୍‌-୮ରୁ ୬, ୟୁନିଟ୍‌-୪ରୁ ୪, ବାଣୀବିହାରରୁ ୩, ଭିଏସ୍‌ଏସ୍‌ ନଗରରୁ ୩, ୟୁନିଟ୍‌-୯ରୁ ୧୧, ୟୁନିଟ୍‌-୧ରୁ ୨, ୟୁନିଟ୍‌-୨ରୁ ୭, ୟୁନିଟ୍‌-୩ରୁ ୧୧, ୟୁନିଟ୍‌-୬ରୁ ୪, ପାତ୍ରପଡ଼ାରୁ ୯, ଶତାବ୍ଦୀ ନଗରରୁ ୬, ସତ୍ୟ ନଗରରୁ ୫, ଶାସ୍ତ୍ରୀ ନଗରରୁ ୬, ସୁନ୍ଦରପଦାରୁ ୭,  ପୋଖରୀପୁଟରୁ ୧୬, ରସୁଲଗଡ଼ରୁ ୧୬, ସହିଦ ନଗରରୁ ୮, ଶୈଳଶ୍ରୀ ବିହାରରୁ ୯, ସାମନ୍ତରାପୁରରୁ ୫,  ପ୍ରଶାନ୍ତ ବିହାରରୁ ୨, ରାଧାକ୍ରିଷ୍ଣ ନଗରରୁ ୨, ପଳାଶୁଣୀରୁ ୯, ନୀଳାଦ୍ରି ବିହାରରୁ ୧୩, ଓଲ୍‌ଡ ଏଜି କଲୋନୀରୁ ୩, ଓଲ୍‌ଡ ଟାଉନ୍‌ରୁ ୧୩, ଓୟୁଏଟି କଲୋନୀ ୨, ଜିଜିପି କଲୋନୀରୁ ୩, ଲକ୍ଷ୍ମୀ ସାଗରରୁ ୮, ନୟାପଲ୍ଲୀରୁ ୩୭, ଘାଟିକିଆରୁ ୩, ନାଗେଶ୍ୱର ଟାଙ୍ଗିରୁ ୩, ମଧୁସୂଦନ ନଗରରୁ ୨, ଖଣ୍ଡଗିରିରୁ ୩୬, ଖଣ୍ଡଗିରି ବାରିରୁ ୨, ଖାରବେଳନଗରରୁ ୨,  କଳାରାହାଙ୍ଗରୁ ୨, କଳିଙ୍ଗ ନଗରରୁ ୪, କଳିଙ୍ଗ ବିହାରରୁ ୪, କଳ୍ପନା ଛକରୁ ୫, ଜୟଦେବ ବିହାରରୁ ୮, ଆଚାର୍ଯ୍ୟ ବିହାରରୁ ୫,  ଆଇଆର୍‌ସି ଭିଲେଜରୁ ୬, ଜାଗମରାରୁ ୯, ମଞ୍ଚେଶ୍ୱରରୁ ୨୦, ଗୌତମ ନଗରରୁ ୩, ହଂସପାଳରୁ ୩,  ଗଣ୍ଡମୁଣ୍ଡାରୁ ୨, ଗେରେଜ ଛକରୁ ୨, ଡ଼ମଣାରୁ ୨, ଡୁମ୍‌ଡୁମାରୁ ୧୬, ଫାୟାର୍‌ ଷ୍ଟେସନ୍‌ ଛକରୁ ୨, ଫରେଷ୍ଟ ପାର୍କ ଏରିଆରୁ ୩, ବମିଖାଲ୍‌ରୁ ୭, ଚକେଇଶିଆଣୀରୁ ୬, ଝରପଡ଼ାରୁ ୨୧, ଚିନ୍ତାମଣିଶ୍ୱେରିରୁ ୪, ସିଆର୍‌ପିଏଫ୍‌ ଛକରୁ ୪, ବରମୁଣ୍ଡାରୁ ୧୧, ବୁଦ୍ଧ ନଗରରୁ ୨, ଭରତପୁରରୁ ୨, ଭିମଟାଙ୍ଗିରୁ ୯, ବିଜେବି ନଗରରୁ ୪,  ଚନ୍ଦ୍ରଶେଖରପୁରରୁ ୧୭, ଆଇଗିଣିଆରୁ ୧୧, ଏମ୍‌ସ ନଗରରୁ ୨, ଅଶୋକ ନଗରରୁ ୨ ଓ ବଡ଼ଗଡ଼ରୁ ୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe