Advertisment

ଭୁବନେଶ୍ୱରରୁ ୭୭୩ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ପଟିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୦ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୩୨ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୩୪୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ଚିନ୍ତା ବଢ଼ାଇଛି ପଟିଆ। ଏଠାରୁ ଆଜି ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଶୋକ ନଗର,  ଭରତପତୁର, ଡମଣା, ଡେଲ୍‌ଟା ଛକ, ବୁଦ୍ଧେଶ୍ୱର କଲୋନୀ, ରାମ […]

ଭୁବନେଶ୍ୱରରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୬ ଲୋକାଲ କେସ୍‌

bmc

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଆଜି ୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୦ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୩୨ ଜଣ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୩୪୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ତେବେ ଚିନ୍ତା ବଢ଼ାଇଛି ପଟିଆ। ଏଠାରୁ ଆଜି ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଅଶୋକ ନଗର,  ଭରତପତୁର, ଡମଣା, ଡେଲ୍‌ଟା ଛକ, ବୁଦ୍ଧେଶ୍ୱର କଲୋନୀ, ରାମ ମନ୍ଦିର ନିକଟ, ଫାୟାର ଷ୍ଟେସନ୍‌ ଛକ, ଫରେଷ୍ଟ ପାର୍କ, ଜୟ ଦୁର୍ଗା ନଗର, ଗାଡ଼କଣ, ଗଜପତିନଗର, ଗେରେଜ ଛକ, କଳିଙ୍ଗ ବିହାର, କପିଳ ପ୍ରସାଦ, ଇଣ୍ଡୋର କଲୋନୀ,ଆଇଆର୍‌ସି ଭିଲେଜ, ମାଉସୀ ମା’ ଛକ, ନହରକଣ୍ଟା, ଫୁଲନଖରା, କେଦାର ଲେନ୍‌,  କଳାରାହାଙ୍ଗ, ଲିଙ୍ଗରାଜ ନଗର, ରାଧାକୃଷ୍ଣ ନଗର, ରବିଟକିଜ୍‌, ପାଣ୍ଡବ ବିହାର,  ଓଲ୍‌ଡ ଏଜି ଟାଉନ୍‌, ଓୟୁଏଟି କଲୋନୀ, ସତ୍ୟ ବିହାର, ଟମାଣ୍ଡୋ ଓ ୟୁନିଟ୍‌-୫ରୁ ଜଣେ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1387027763958190085?s=20

ସେହିପରି ବାପୁଜୀ ନଗରରୁ ୫, କଳ୍ପନାରୁ ୪, ପୋଖରୀପୁଟରୁ ୧୨, ୟୁନିଟ୍‌-୧ରୁ ୬, ୟୁନିଟ୍‌-୨ରୁ ୨, ୟୁନିଟ୍‌-୬ରୁ ୨୦, ୟୁନିଟ୍‌-୮ରୁ ୪, ବାଣୀବିହାରରୁ ୩, ଭିଏସ୍‌ଏସ୍‌ ନଗରରୁ ୫, ୟୁନିଟ୍‌-୩ରୁ ୪,  ଟଙ୍କପାଣି ରୋଡ୍‌ରୁ ୧୪, ୟୁନିଟ୍‌-୯ରୁ ୨୧,  ସହିଦ୍‌ ନଗରରୁ ୧୦, ଶାସ୍ତ୍ରୀ ନଗରରୁ ୧୧, ଶତାବ୍ଦୀ ନଗରରୁ ୨, ସତ୍ୟନଗରରୁ ୨, ଶିରିପୁରରୁ ୨, ସୌଭାଗ୍ୟ ନଗରରୁ ୪, ପାଣ୍ଡବ ବିହାରରୁ ୨, ଶୈଳଶ୍ରୀ ବିହାରରୁ ୮, ପଳାଶପଲ୍ଲୀରୁ ୪, ରସୁଲଗଡ଼ରୁ ୭,  ପଳାଶୁଣୀରୁ ୧୦, ସାମନ୍ତରାପୁରରୁ ୩, ପାତ୍ରପଡ଼ାରୁ ୮, ଓଲ୍‌ଡ ଟାଉନ୍‌ରୁ ୨୨, ନ୍ୟୁ ଏଜି କଲୋନୀରୁ ୩,  ଲକ୍ଷ୍ମୀସାଗରରୁ ୧୬, ସୁନ୍ଦରପଦାରୁ ୧୮, ପଟିଆରୁ ୫୯, ନାଗେଶ୍ୱର ଟାଙ୍ଗୀରୁ ୩,  ଲୁଇସ୍‌ ରୋଡ୍‌ରୁ ୪, ଲିଙ୍ଗିପୁରରୁ ୪, ମଧୁସୂଦନ ନଗରରୁ ୬, ମହତାବ ରୋଡ୍‌ରୁ ୨, ମଞ୍ଚେଶ୍ୱରରୁ ୯, ଅନ୍ୟ ରାଜ୍ୟରୁ ୩, ନୟାପଲ୍ଲୀରୁ ୪୨, ନ୍ୟୁ ଏଜି କଲୋନୀରୁ ୫, ନ୍ୟୁ ଫରେଷ୍ଟ ପାର୍କରୁ ୩, ନୀଳାଦ୍ରି ବିହାରରୁ ୭, ବରମୁଣ୍ଡାରୁ ୧୮, ଝାରପଡ଼ାରୁ ୯, ଗୌତମ ନଗରରୁ ୨, କଳିଙ୍ଗନଗରରୁ ୪, କଳିଙ୍ଗ ବିହାରରୁ ୨, ଚିନ୍ତାମଣୀଶ୍ୱରରୁ ୫, ଜାଗମରାରୁ ୧୧, ଜଗମୋହନ ନଗରରୁ ୨, ଜୟଦେବ ବିହାରରୁ ୧୬, ଭିମଟାଙ୍ଗୀରୁ ୭, ଖଣ୍ଡଗିରିରୁ ୪୧, ହଂସପାଳରୁ ୩, ଗଙ୍ଗନଗରରୁ ୨, ଘାଟିକିଆରୁ ୩, ଡୁମ୍‌ଡୁମାରୁ ୧୧, ବିଜେବି ନଗରରୁ ୭, ଚନ୍ଦ୍ରଶେଖରପୁରରୁ ୩୨, ଚକେଇଶିଆଣୀରୁ ୫, ବମିଖାଲରୁ ୪, କେଦାରଗୌରୀରୁ ୨, ୭ମ ବାଟାଲିଅନ୍‌ରୁ ୨, ବଡ଼ଗଡ଼ରୁ ୧୩, ଆଚାର୍ଯ୍ୟ ବିହାରରୁ ୭ ଓ ଆଇଗିଣିଆରୁ ୩ ଜଣ ଲେଖାଏଁ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe