Advertisment

ରାଜଧାନୀରୁ ୮୨୩ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଇଲା ନୟାପଲ୍ଲୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୮୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୭୩ ଜଣ ଲୋକାଲ୍‌ କେସ୍‌। ଏଥି ସହ ୭୦୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଆଜି ଟ୍ୱିଟ୍‌ କରିଛି। ତେବେ ବିଏମ୍‌ସିର ଚିନ୍ତା ବଢ଼ାଇଛି ନୟାପଲ୍ଲୀ। ଆଜି ଏଠାରୁ ୫୯ ଜଣ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୬୭୩ ଲୋକାଲ୍‌ […]

କଣ୍ଟ୍ରୋଲ୍‌କୁ ଆସୁନି ଦ୍ୱୈତନଗରୀ!

bmc

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୮୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୭୩ ଜଣ ଲୋକାଲ୍‌ କେସ୍‌। ଏଥି ସହ ୭୦୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଆଜି ଟ୍ୱିଟ୍‌ କରିଛି। ତେବେ ବିଏମ୍‌ସିର ଚିନ୍ତା ବଢ଼ାଇଛି ନୟାପଲ୍ଲୀ। ଆଜି ଏଠାରୁ ୫୯ ଜଣ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

Advertisment

ଆଜି ଚିହ୍ନଟ ହୋଇଥିବା ୬୭୩ ଲୋକାଲ୍‌ କେସ୍‌ ଭିତରୁ ଜାମୁଝରୀ, ଶିଖରଚଣ୍ଡୀ, ଜଟଣୀ, ପାଣ୍ଡରା, ଝରଣା, ହରିଦାଶପୁର, ଆଇଗିଣିଆ, ଘାଟିକିଆ, ଡେଲ୍‌ଟା, ବେଗୁନିଆ ଓ କଟକ ରୋଡ୍‌ ଲେଖାଏଁ ଲୋକାଲ୍‌ କେସ୍‌ ଅଛନ୍ତି।

https://twitter.com/bmcbbsr/status/1389215546864898050?s=20

ସେହିପରି ରସୁଲଗଡ଼ରୁ ୨୧, ପଟିଆରୁ ୪୪, ଶୈଳଶ୍ରୀ ବିହାରରୁ ୯, ସତ୍ୟନଗରରୁ ୪, ଶିଶୁପାଳଗଡ଼ରୁ ୪, ସୁନ୍ଦରପଦାରୁ ୨୦, ବାଣୀବିହାରରୁ ୪, ୟୁନିଟ୍‌-୨ରୁ ୭, ୟୁନିଟ୍‌-୮ରୁ ୩, ୟୁନିଟ୍‌-୪ରୁ ୧୦, ୟୁନିଟ୍‌-୫ରୁ ୨, ୟୁନିଟ୍‌-୬ରୁ ୮, ପୋଖରୀପୁଟରୁ ୧୪, ୟୁନିଟ୍‌-ରୁ ୧୭, ସାମନ୍ତରାପୁରରୁ ୬, ପଳାସପଲ୍ଲୀରୁ ୮, ଟଙ୍କପାଣି ରୋଡ୍‌ରୁ ୧୪, ୟୁନିଟ୍‌-୧ରୁ ୫,  ମଞ୍ଚେଶ୍ୱରରୁ ୭, ପାହାଳରୁ ୪, ଅନ୍ୟ ଜିଲ୍ଲାରୁ ୧୩, ପାତ୍ରପଡ଼ାରୁ ୧୦, ମାଷ୍ଟର କ୍ୟାଣ୍ଟିନ୍‌ରୁ ୬, କଳ୍ପନାରୁ ୪, କେଶୁରାରୁ ୬, କୋଳଥିଆରୁ ୮, ଲକ୍ଷ୍ମୀସାଗରରୁ ୧୩, ଲିଙ୍ଗିପୁରରୁ ୫,  ଖଣ୍ଡଗିରିରୁ ୨୩, ନୟାପଲ୍ଲୀରୁ ୫୯, ଜୟଦେବ ବିହାରରୁ ୮, ଝାରପଡ଼ାରୁ ୧୫, କଳିଙ୍ଗ ନଗରରୁ ୫, କଳିଙ୍ଗ ବିହାରରୁ ୮, ୟୁନିଟ୍‌-୪ରୁ ୩, ଆଇଆର୍‌ସି ଭିଲେଜରୁ ୮, ଜାଗମରାରୁ ୧୧, ଚନ୍ଦ୍ରଶେଖରପୁରରୁ ୩୧, ଗୋଠ ପାଟଣାରୁ ୨, ହଂସପାଳରୁ ୩, କପିଳପ୍ରସାଦରୁ ୩, ଗେରେଜ ଛକରୁ ୩, ଫରେଷ୍ଟ ପାର୍କରୁ ୭, ଗାଡ଼କଣାରୁ ୩, ଗଜପତି ନଗରରୁ ୫, ଡୁମ୍‌ଡୁମାରୁ ୨୦, ଡମଣାରୁ ୩, ୟୁନିଟ୍‌-୩ରୁ ୫, ଚିନ୍ତାମଣୀଶ୍ୱରରୁ ୫, ଭୀମଟାଙ୍ଗିରୁ ୮, ଚକେଇସିଆଣୀରୁ ୪, ନହରକଣ୍ଟାରୁ ୨, ଚିଦାନନ୍ଦନଗରରୁ ୨,  ଭୋଇ ନଗରରୁ ୩, ବିଜେବି ନଗରରୁ ୭, ବମିଖାଲ୍‌ରୁ ୨୧, ବ୍ରହ୍ମେଶ୍ୱରପାଟଣାରୁ ୨,  ଆଚାର୍ଯ୍ୟ ବିହାରରୁ ୫, ଭରତପୁରରୁ ୩, ସହିଦ୍‌ ନଗରରୁ ୧୧, ଓଲ୍‌ଡ ଟାଉନ୍‌ରୁ ୩୬, ଏମ୍‌ସ ନଗରରୁ ୪, ଏୟାରପୋର୍ଟ କଲୋନୀରୁ ୪, ଅଶୋକ ନଗରରୁ ୨, ବଡ଼ଗଡ଼ରୁ ୧୦, ବିଜେବି ନଗରରୁ ୩ ଓ ବରମୁଣ୍ଡାରୁ ୧୭ ଜଣ ଲେଖାଏଁ ଲୋକାଲ୍‌ ଚିହ୍ନଟ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe