Advertisment

କିନ୍ନରଙ୍କ ଆଗରେ ନଇଁଲେ ନିଶା

ପୁଣି ଚର୍ଚାରେ ନିଶା ମହାରଣା। ରବିବାର ଭଦ୍ରକରେ ଚାଲିଥିବା ଯାତ୍ରା ମଞ୍ଚରେ କଳାକାରଙ୍କ ବିରୋଧ ପାଇଁ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ ନିଶା। ଆଉ ଏହାକୁ ନେଇ ବିରୋଧ କରୁଥିବା ହାସ୍ୟ ଅଭିନେତା ଦୟାନିଧିଙ୍କୁ କଡା ସମାଲୋଚନା କରିବା ସହ ଛକ୍କା ବୋଲି କହିଥିଲେ।

author-image
Debendra Prusty

ପୁଣି ଚର୍ଚାରେ ନିଶା ମହାରଣା। ରବିବାର ଭଦ୍ରକରେ ଚାଲିଥିବା ଯାତ୍ରା ମଞ୍ଚରେ କଳାକାରଙ୍କ ବିରୋଧ ପାଇଁ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ ନିଶା। ଆଉ ଏହାକୁ ନେଇ ବିରୋଧ କରୁଥିବା ହାସ୍ୟ ଅଭିନେତା ଦୟାନିଧିଙ୍କୁ କଡା ସମାଲୋଚନା କରିବା ସହ ଛକ୍କା ବୋଲି କହିଥିଲେ। 

Advertisment
Jatra Artiste Odisha Obscene Dance