ସାମ୍ନାକୁ ଆସିଲା ମୃତ ମେଡିକାଲ୍‌ ଛାତ୍ରଙ୍କ ଚାଟିଂ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁକୁ ଦୁଇ ଦିନ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ସେପଟେ ଆଜି ସାମ୍ନାକୁ ଆସିଛି ମୃତ ଛାତ୍ର ନିଶାନ୍ତଙ୍କ ମୋବାଇଲ୍‌ ଚାଟିଂ। ବିଦେଶରେ ଥିବା ଜଣେ ବନ୍ଧୁଙ୍କ ସହ ତାଙ୍କ ମୋବାଇଲ୍‌ ଚାଟିଂ ସାମ୍ନାକୁ ଆସିଛି। କଲେଜରେ କିଭଳି ରାଗିଂ ଚାଲିଥିଲା ଚାଟିଂରେ ଉଲ୍ଲେଖ ରହିଛି। ଖେଳ ପଡ଼ିଆକୁ ଜୋର୍‌ ଜବରଦସ୍ତ ଡାକୁଥିଲେ ସିନିୟର। କିନ୍ତୁ […]

Balangir

Balangir

Manoranjan Sial
  • Published: Sunday, 24 April 2022
  • Updated: 25 April 2022, 02:58 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁକୁ ଦୁଇ ଦିନ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ସେପଟେ ଆଜି ସାମ୍ନାକୁ ଆସିଛି ମୃତ ଛାତ୍ର ନିଶାନ୍ତଙ୍କ ମୋବାଇଲ୍‌ ଚାଟିଂ। ବିଦେଶରେ ଥିବା ଜଣେ ବନ୍ଧୁଙ୍କ ସହ ତାଙ୍କ ମୋବାଇଲ୍‌ ଚାଟିଂ ସାମ୍ନାକୁ ଆସିଛି। କଲେଜରେ କିଭଳି ରାଗିଂ ଚାଲିଥିଲା ଚାଟିଂରେ ଉଲ୍ଲେଖ ରହିଛି। ଖେଳ ପଡ଼ିଆକୁ ଜୋର୍‌ ଜବରଦସ୍ତ ଡାକୁଥିଲେ ସିନିୟର। କିନ୍ତୁ ଜୁନିଅରଙ୍କୁ ଖେଳିବା ପାଇଁ ଆଦୌ ଅନୁମତି ଦେଉନଥିଲେ। ପାର୍କ ଯିବାକୁ ମଧ୍ୟ ଜୁନିଅରଙ୍କୁ ଅନୁମତି ନଥିବା ଚାଟିଂରେ ଉଲ୍ଲେଖ ରହିଛି। କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାକୁ ଡରୁଥିବା ଲେଖିଛନ୍ତି ନିଶାନ୍ତ।

ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ ନିଶାନ୍ତ। ୨୨ ତାରିଖ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ। ତା’ପରେ ଛାତରୁ ଡେଇଁ ପଡ଼ିଥିବା ଆଲୋଚନା ହେଉଛି। ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ପରିବାର ଲୋକ ଆଣିଥିଲେ ରାଗିଂ ଅଭିଯୋଗ। ଏବେ ଚାଟିଂ ସାମ୍ନାକୁ ଆସିବା ପରେ କଲେଜ କର୍ତ୍ତୃପକ୍ଷ ପାଇଁ ଅଡୁଆ ବଢ଼ିବ ବୋଲି ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story