Advertisment

ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଚମ୍ପତ୍ତିରାୟଙ୍କ ଆଗୁଆ ଜାମିନ୍ ଆବେଦନର ଶୁଣାଣି ଆଜି

ରାଉରକେଲା: ରାଉରକେଲା ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ବଳରାମ ଚମ୍ପତ୍ତିରାୟଙ୍କୁ ଏ ପର୍ଯ୍ୟନ୍ତ ପୋଲିସ୍ ଗିରଫ କରି ନ ଥିବା ବେଳେ  ସେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଛନ୍ତି। ଆଜି କୋର୍ଟରେ ଏହାର ଶୁଣାଣି ଅଛି। ଅଭିଯୁକ୍ତ ଚମ୍ପତ୍ତିରାୟଙ୍କୁ ଆଗୁଆ ଜାମିନ୍ ନ ଦେବାକୁ ମହିଳା ସୁରକ୍ଷାକର୍ମୀଙ୍କ ସହ ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପୋଷ୍ଟକାର୍ଡ ପଠାଇଛନ୍ତି। ଏନ୍‌ଆଇଟି  ଛାତ୍ର ଛାତ୍ରୀମାନେ ମଧ୍ୟ ଏହି ପୋଷ୍ଟକାର୍ଡ ଅଭିଯାନରେ ସାମିଲ ହୋଇଛନ୍ତି। […]

ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଚମ୍ପତ୍ତିରାୟଙ୍କ ଆଗୁଆ ଜାମିନ୍ ଆବେଦନର ଶୁଣାଣି ଆଜି

NIT-sexual-harasment

Advertisment

ରାଉରକେଲା: ରାଉରକେଲା ଏନ୍‌ଆଇଟିରେ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ବଳରାମ ଚମ୍ପତ୍ତିରାୟଙ୍କୁ ଏ ପର୍ଯ୍ୟନ୍ତ ପୋଲିସ୍ ଗିରଫ କରି ନ ଥିବା ବେଳେ  ସେ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଛନ୍ତି। ଆଜି କୋର୍ଟରେ ଏହାର ଶୁଣାଣି ଅଛି।

Advertisment

ଅଭିଯୁକ୍ତ ଚମ୍ପତ୍ତିରାୟଙ୍କୁ ଆଗୁଆ ଜାମିନ୍ ନ ଦେବାକୁ ମହିଳା ସୁରକ୍ଷାକର୍ମୀଙ୍କ ସହ ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପୋଷ୍ଟକାର୍ଡ ପଠାଇଛନ୍ତି। ଏନ୍‌ଆଇଟି  ଛାତ୍ର ଛାତ୍ରୀମାନେ ମଧ୍ୟ ଏହି ପୋଷ୍ଟକାର୍ଡ ଅଭିଯାନରେ ସାମିଲ ହୋଇଛନ୍ତି। ଅଭିଯୁକ୍ତ ଜାମିନ୍ ପାଇଲେ ବିଚାରପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ପତ୍ରରେ ଉଲ୍ଲେଖ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe