‘ଚାଷୀ ସମାବେଶକୁ ଭଣ୍ଡୁର କରିବାକୁ ସରକାର ଉଦ୍ୟମ କରୁଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀରେ ବିଶାଳ ଚାଷୀ ସମାବେଶ ହେବ। କୃଷକଙ୍କ ହକ୍ ନେଇ ନବ ନିର୍ମାଣ ସଂଗଠନ ପକ୍ଷରୁ ଏହି ସମାବେଶର ଡାକରା ଦିଆଯାଇଛି। ଅନ୍ୟପକ୍ଷରେ ସମାବେଶ ଭଣ୍ଡୁର ପାଇଁ ସରକାର ଉଦ୍ୟମ କରୁଥିବା ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସମ୍ପାଦକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସମାବେଶ କରାଇ ନ ଦେବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରୁ ସମାବେଶକୁ ଆସୁଥିବା କୃଷକଙ୍କୁ ଅଟକାଉଛି। ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କୁ […]

farmer

farmer

Rakesh Mallick
  • Published: Wednesday, 06 February 2019
  • Updated: 06 February 2019, 09:55 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀରେ ବିଶାଳ ଚାଷୀ ସମାବେଶ ହେବ। କୃଷକଙ୍କ ହକ୍ ନେଇ ନବ ନିର୍ମାଣ ସଂଗଠନ ପକ୍ଷରୁ ଏହି ସମାବେଶର ଡାକରା ଦିଆଯାଇଛି।

ଅନ୍ୟପକ୍ଷରେ ସମାବେଶ ଭଣ୍ଡୁର ପାଇଁ ସରକାର ଉଦ୍ୟମ କରୁଥିବା ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସମ୍ପାଦକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ସମାବେଶ କରାଇ ନ ଦେବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରୁ ସମାବେଶକୁ ଆସୁଥିବା କୃଷକଙ୍କୁ ଅଟକାଉଛି। ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କୁ ପୁଲିସ ଅଟକ ରଖିଛି।”

ସେ ଆହୁରି କହିଛନ୍ତି, “ସରକାରଙ୍କ ଏ ଉଦ୍ୟମ ସଫଳ ହେବ ନାହିଁ। ଭୁବନେଶ୍ୱରରେ ନିଶ୍ଚିତ ସମାବେଶ ହେବ।”

କଟକରେ ସଂଗଠନର କିଛି କର୍ମକର୍ତ୍ତାକୁ ପୁଲିସ ଗିରଫ କରିଥିବା ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦରେ କଟକ ଷ୍ଟେସନରେ ସଂଗଠନର କର୍ମୀମାନେ କିଛି ସମୟ ପାଇଁ ରେଳରୋକ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story