ମିଳିଲାନି ଜାମିନ, ୬ ଦିନିଆ ରିମାଣ୍ଡରେ ଗଲେ ବିଜୟ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ୬ ଦିନିଆ ରିମାଣ୍ଡରେ ଗଲେ ଲାଞ୍ଚ ନେଇ ଗିରଫ ହୋଇଥିବା  ୨୦୦୯ ବ୍ୟାଚ୍ ଆଇଏଏସ୍ ବିଜୟକେତନ ଉପାଧ୍ୟାୟ।  ଗତକାଲି ତାଙ୍କୁ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା। ଏହାପରେ ଭିଜିଲାନ୍ସ ପକ୍ଷରୁ ପଚରାଉଚରା ନିମନ୍ତେ ତାଙ୍କୁ ୧୦ ଦିନର ରିମାଣ୍ଡ ପାଇଁ  ଆବେଦନ କରାଯାଇଥିଲା। ମାତ୍ର ଏଥିନିମନ୍ତେ ସ୍ୱତନ୍ତ୍ର ଜଜ୍‌  ୬ ଦିନ ପାଇଁ ଅନୁମତି ଦେଇଥିଲେ ।  ଫଳରେ ଗତକାଲିଠୁ ଆସନ୍ତା […]

bijaya-2-1

bijaya-2-1

Niharika Rout
  • Published: Wednesday, 01 January 2020
  • Updated: 01 January 2020, 08:23 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ୬ ଦିନିଆ ରିମାଣ୍ଡରେ ଗଲେ ଲାଞ୍ଚ ନେଇ ଗିରଫ ହୋଇଥିବା  ୨୦୦୯ ବ୍ୟାଚ୍ ଆଇଏଏସ୍ ବିଜୟକେତନ ଉପାଧ୍ୟାୟ।  ଗତକାଲି ତାଙ୍କୁ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା। ଏହାପରେ ଭିଜିଲାନ୍ସ ପକ୍ଷରୁ ପଚରାଉଚରା ନିମନ୍ତେ ତାଙ୍କୁ ୧୦ ଦିନର ରିମାଣ୍ଡ ପାଇଁ  ଆବେଦନ କରାଯାଇଥିଲା। ମାତ୍ର ଏଥିନିମନ୍ତେ ସ୍ୱତନ୍ତ୍ର ଜଜ୍‌  ୬ ଦିନ ପାଇଁ ଅନୁମତି ଦେଇଥିଲେ ।  ଫଳରେ ଗତକାଲିଠୁ ଆସନ୍ତା ୫ ତାରିଖ ଯାଏଁ ଭିଜିଲାନ୍ସ ରିମାଣ୍ଡରେ ରହିବେ ବିଜୟ ।

ବିଜୟଙ୍କ ନିମନ୍ତେ ଲାଞ୍ଚ ନେଇ ଗିରଫ ହୋଇଥିବା ଘରୋଇ ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ଗତକାଲି ଗିରଫ ପରେ ଭିଜିଲାନ୍ସ  ସ୍ୱତନ୍ତ୍ର କୋର୍ଟରେ ହାଜର କରାଇଥିଲା। ସେଠାରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ମଧ୍ୟ ରିମାଣ୍ଡରେ ପଠାଯାଇଛି ।

ଅପରପକ୍ଷେ  ଲାଞ୍ଚ ନେବା ଘଟଣାକୁ ଅସ୍ୱିକାର କରି ଆସୁଛନ୍ତି ନିଲମ୍ବିତ ଆଇଏଏସ୍‌ ବିଜୟ।  କିଛି ଷ୍ଟାଫ୍ ତାଙ୍କୁ ଯୋଜନାବଦ୍ଧ ଭାବେ ଫସାଇଦେଇଥିବା କହିଛନ୍ତି ବିଜୟ କେତନ । ଏମିତିକି ତାଙ୍କୁ ଫସାଇବା ପଛରେ କିଛି ବରିଷ୍ଠ ଅଧିକାରୀଙ୍କ ହାତ ଥିବା ଅଭିଯୋଗ କରିବା ସହ ସେ ଆଦୌ ଲାଞ୍ଚ ନେଇ ନଥିବା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story