Advertisment

ଏଥର ହେବନି ଐତିହାସିକ ବାଲି ଯାତ୍ରା

କଟକ(ଓଡ଼ିଶା ରିପୋର୍ଟର): ଗତବର୍ଷ ପରି ଏ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। ମହାମାରୀ କରୋନାକୁ ଦେଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ କଟକ ଜିଲ୍ଲା ପ୍ରଶାସନ।ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। କରୋନା ପାଇଁ ଗତବର୍ଷ ମଧ୍ୟ ବନ୍ଦ ରହିଥିଲା କଟକ ବାଲିଯାତ୍ରା। ମହାମାରୀ କରୋନାର ପ୍ରଥମ ଲହର ବେଶୀ କ୍ଷତି ପହଞ୍ଚାଇ ପାରିନଥିଲା। କିନ୍ତୁ ଦ୍ୱିତୀୟ ଲହରରେ ବହୁ ଲୋକଙ୍କ ଜୀବନ ଯାଇଛି। ଅନେକ ରୋଜଗାର ହରାଇଛନ୍ତି। ଏବେବି […]

ଅଦ୍ୟତନ ହୋଇଛି
ଏଥର ହେବନି ଐତିହାସିକ ବାଲି ଯାତ୍ରା

Bali jatra

Advertisment

କଟକ(ଓଡ଼ିଶା ରିପୋର୍ଟର): ଗତବର୍ଷ ପରି ଏ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। ମହାମାରୀ କରୋନାକୁ ଦେଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ କଟକ ଜିଲ୍ଲା ପ୍ରଶାସନ।ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। କରୋନା ପାଇଁ ଗତବର୍ଷ ମଧ୍ୟ ବନ୍ଦ ରହିଥିଲା କଟକ ବାଲିଯାତ୍ରା।

Advertisment

ମହାମାରୀ କରୋନାର ପ୍ରଥମ ଲହର ବେଶୀ କ୍ଷତି ପହଞ୍ଚାଇ ପାରିନଥିଲା। କିନ୍ତୁ ଦ୍ୱିତୀୟ ଲହରରେ ବହୁ ଲୋକଙ୍କ ଜୀବନ ଯାଇଛି। ଅନେକ ରୋଜଗାର ହରାଇଛନ୍ତି। ଏବେବି ବହୁ ଲୋକ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଥିଲା। ସରକାରଙ୍କ ସବୁପ୍ରକାର ଉଦ୍ୟମ ସତ୍ତ୍ୱେ କୋଭିଡ୍‌ ସଂକ୍ରମଣକୁ ଆୟତ୍ତ କରାଯାଇପାରିନଥିଲା। ତେବେ ତୃତୀୟ ଲହରକୁ ନେଇ ବିଶେଷଜ୍ଞ ସତର୍କବାଣୀ ଶୁଣାଇଛନ୍ତି। ଏବେଠାରୁ ସତର୍କ ନହେଲେ କରୋନା ସଂଗ୍ରମଣ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଏପରି ସ୍ଥିତିରେ କଟକର ଐତିହାସିକ ବାଲି ଯାତ୍ରା ନକରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। କୋଭିଡ୍‌କୁ ଦେଖି ଗତବର୍ଷ ମଧ୍ୟ ବାଲି ଯାତ୍ରା ହୋଇନଥିଲା।

Bali Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe