Advertisment

ବାମହାତରେ ଲାଞ୍ଚ ଦିଅ, ଡାହାଣ ହାତରେ ଘର ନିଅ!

ଲାଞ୍ଚ କାରବାରରେ ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ। କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱପ୍ନ ଦେଖାଇଛନ୍ତି, ଗରିବଗୁରୁବାଙ୍କ ମୁଣ୍ଡ ଉପରେ ଆଉ କଚ୍ଚାଘର ରହିବ ନାହିଁ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ। କିନ୍ତୁ ଉପର ମୁଣ୍ଡରେ ସରକାରୀ ବାବୁ ଓ ତଳମୁଣ୍ଡରେ କୁଜି ନେତାଙ୍କ ମିଲି ଭଗତରେ ଆବାସ ବଣ୍ଟନ ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି।

Odisha Bribe Pmawas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe