‘ରାଜ୍ୟରେ ଏଯାଏଁ ଚିହ୍ନଟ ହୋଇନି ବାର୍ଡ ଫ୍ଲୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପରେ ଏବେ ଅଧିକାଂଶ ରାଜ୍ୟରେ ବାର୍ଡ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ବିଭିନ୍ନ ରାଜ୍ୟର ବାର୍ଡ ଫ୍ଲ ଯୋଗୁଁ ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଛନ୍ତି । ଏହାରି ଭିତରେ ଆମ ରାଜ୍ୟରେ ଏଯାଏଁ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆଜି ବାର୍ଡ ଫ୍ଲ ସତର୍କତା ନେଇ ମୁଖ୍ୟ ଶାସନ ସଚିବ ରିଭ୍ୟୁ ବୈଠକ କରିଥିଲା। ରାଜ୍ୟର ବିଭିନ୍ନ […]

bird-flu

bird-flu

Madhupriya Mistry
  • Published: Wednesday, 06 January 2021
  • Updated: 06 January 2021, 04:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପରେ ଏବେ ଅଧିକାଂଶ ରାଜ୍ୟରେ ବାର୍ଡ ଫ୍ଲୁ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ବିଭିନ୍ନ ରାଜ୍ୟର ବାର୍ଡ ଫ୍ଲ ଯୋଗୁଁ ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଛନ୍ତି । ଏହାରି ଭିତରେ ଆମ ରାଜ୍ୟରେ ଏଯାଏଁ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଆଜି ବାର୍ଡ ଫ୍ଲ ସତର୍କତା ନେଇ ମୁଖ୍ୟ ଶାସନ ସଚିବ ରିଭ୍ୟୁ ବୈଠକ କରିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରକୁ ୧୧ ହଜାର ସାମ୍ପଲ ପରୀକ୍ଷା ହୋଇଛି । ଏଥିରୁ କୌଣସି ଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ସେ କହିଛନ୍ତି । ଏଥିସହ ସତର୍କତା ଦୃଷ୍ଟିରୁ ସର୍ଭେଲାନ୍ସ ‍ବଢ଼ାଇବା ସହ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ରାପିଡ ରେସ୍ପନ୍ସ ଟିମ୍ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ଗତକାଲି ଚିଲିକାରୁ ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି ପ୍ରାଣୀଧନ ବିଭାଗ। ସେହିପରି ଭୁବନେଶ୍ୱର ସ୍ଥିତ OUATରୁ କୁକୁଡ଼ାଙ୍କ ସାମ୍ପଲ ମଧ୍ୟ ପଠାଯାଇଛି। ସବୁ ସାମ୍ପଲ କଟକର ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି। ଖୋର୍ଦ୍ଧା ସିଡିଭିଓ କହିଛନ୍ତି, ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ପଠାଯିବ।

ପ୍ରାଣୀ ସଂପଦ ବିଭାଗ ନିର୍ଦ୍ଦେଶକ କହିଥିଲେ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବାର୍ଡ ଫ୍ଲୁ ଚିହ୍ନଟ ହୋଇନି। ସାମ୍ପଲ ପଠାଯିବା ଏକ ନିୟମିତ ପ୍ରକ୍ରିୟା। ଶୀତ ଦିନେ ପଠାଯାଏ। କୌଣସି ଜାଗାରେ ନିୟମିତ ପକ୍ଷୀମଡ଼କ ହେଲେ ଆଶଙ୍କା କରାଯାଏ। ଓଡ଼ିଶାରେ ଏବେ ସେଭଳି କୌଣସି ଜାଗାରେ କିଛି ଘଟଣା ଘଟିନି। ସେମିତି କିଛି ଘଟିଲେ ଅବଗତ କରାଯିବ ବୋଲି କହିଥିଲେ ନିର୍ଦ୍ଦେଶକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story