Advertisment

‘ଓଡ଼ିଶାକୁ ବାତ୍ୟା ଭୟ ନାହିଁ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମେ’ ମାସରେ ପୁଣି ଓଡ଼ିଶାରେ ଆଉ ଏକ ବାତ୍ୟା ହେବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକଙ୍କୁ ମିଳିଛି ଆଶ୍ୱସ୍ତିକର ଖବର। ଏନେଇ ଆଇଏମ୍‌ଡି DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,“ ଓଡ଼ିଶାକୁ ବାତ୍ୟା ଭୟ ନାହିଁ। ଏମିତିକି ଆସନ୍ତା ୬, ୭ ଓ ୮  ତାରିଖ ମଧ୍ୟ ଓଡ଼ିଶାକୁ ଲଘୁଚାପର ଭୟ ନାହିଁ। ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି। ହେଲେ ବାତ୍ୟାର ଗତିପଥରେ କୌଣସି ପରିବର୍ତ୍ତନ ହେଉନି। ତାହା ସ୍ଥିର […]

‘ଓଡ଼ିଶାକୁ ବାତ୍ୟା ଭୟ ନାହିଁ ’

Mrityunjay

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମେ’ ମାସରେ ପୁଣି ଓଡ଼ିଶାରେ ଆଉ ଏକ ବାତ୍ୟା ହେବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଲୋକଙ୍କୁ ମିଳିଛି ଆଶ୍ୱସ୍ତିକର ଖବର।

Advertisment

ଏନେଇ ଆଇଏମ୍‌ଡି DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,“ ଓଡ଼ିଶାକୁ ବାତ୍ୟା ଭୟ ନାହିଁ। ଏମିତିକି ଆସନ୍ତା ୬, ୭ ଓ ୮  ତାରିଖ ମଧ୍ୟ ଓଡ଼ିଶାକୁ ଲଘୁଚାପର ଭୟ ନାହିଁ। ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇଛି। ହେଲେ ବାତ୍ୟାର ଗତିପଥରେ କୌଣସି ପରିବର୍ତ୍ତନ ହେଉନି। ତାହା ସ୍ଥିର ହୋଇ ରହିଛି। ତେଣୁ ଓଡ଼ିଶା ପ୍ରତି ବାତ୍ୟା ଭୟ ନାହିଁ।”

ଗତବର୍ଷ ମେ’ ୩ରେ ‘ଫୋନି’ ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe