Advertisment

ଏଣିକି ଆଉ ମିଳିବନି ମାଗଣା ଘର

ଏଣିକି ଆଉ ମିଳିବନି ମାଗଣା ଘର। ପଇସା ଠଣ ଠଣ ଗଣିବେ, ଆଉ କରିବେ ସରକାରୀ ଯୋଜନାରେ 'ମୋ ଘର'। ୨୦୦୮ ମସିହାରେ ରାଜ୍ୟ ସରକାର କଲେ ,'ମୋ କୁଡିଆ' ଯୋଜନା। ହେଲେ ଇନ୍ଦିରା ଆବାସ ଯୋଜନା ପାଖରେ ଏହା ଫେଲ ମାରିଗଲା। ପୁଣି ୨୦୧୪ରେ ରାଜ୍ୟ ସରକାର ଆରମ୍ଭ କଲେ 'ବିଜୁ ପକ୍କାଘର ଯୋଜନା'। ପୁଣି ଥରେ ୨୦୨୪ ନିର୍ବାଚନ ପୂର୍ବରୁ ଆରମ୍ଭ କରିଛନ୍ତି 'ମୋ ଘର' ଯୋଜନା। ହେଲେ ଏ ଘର ମାଗଣା ମିଳିବନି, ଟଙ୍କା ଦେବାକୁ ପଡ଼ିବ।

Mo Ghara Biju Pucca Ghar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe