ଆଉ ସହି ହେଉନି ଜଳଯନ୍ତ୍ରଣା | Odisha Reporter
ନଳକୂପ ଅଚଳ ହୋଇପଡିବା ଫଳରେ ଜଳକଷ୍ଟ ଭୋଗୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତ ବନ୍ଧସାହି ଗ୍ରାମର ୧୦ ନମ୍ୱର ୱାର୍ଡ ବାସିନ୍ଦା । ଏହି ୱାର୍ଡରେ ୩୦ ରୁ ଉର୍ଦ୍ଧ୍ବ ପରିବାର ରହନ୍ତି । ସକାଳ ହେଲେ ଲୋକଙ୍କୁ ଘାରେ ପାଣି ଚିନ୍ତା ! ୨ଟି ନଳକୂପ ଥାଇବି ଲୋକଙ୍କ ଶୋଷ ମେଣ୍ଟେନାହିଁ । କାରଣ ଗୋଟିଏ ଅଚଳ ଏବଂ ଅନ୍ୟଟି ପାଣି ପିଇବା ଉପଯୋଗୀ ନୁହେଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
