ନଳକୂପ ଅଚଳ ହୋଇପଡିବା ଫଳରେ ଜଳକଷ୍ଟ ଭୋଗୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତ ବନ୍ଧସାହି ଗ୍ରାମର ୧୦ ନମ୍ୱର ୱାର୍ଡ ବାସିନ୍ଦା । ଏହି ୱାର୍ଡରେ ୩୦ ରୁ ଉର୍ଦ୍ଧ୍ବ ପରିବାର ରହନ୍ତି । ସକାଳ ହେଲେ ଲୋକଙ୍କୁ ଘାରେ ପାଣି ଚିନ୍ତା ! ୨ଟି ନଳକୂପ ଥାଇବି ଲୋକଙ୍କ ଶୋଷ ମେଣ୍ଟେନାହିଁ । କାରଣ ଗୋଟିଏ ଅଚଳ ଏବଂ ଅନ୍ୟଟି ପାଣି ପିଇବା ଉପଯୋଗୀ ନୁହେଁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୁଁ କାହିଁକି ନବୀନଙ୍କୁ ପ୍ରଶଂସା କରିବିନି ?
ରାଜ୍ୟ କଂଗ୍ରେସରେ ଏବେ ନୂଆ ତାଲିକା ପ୍ରକାଶ ପାଇଛି। ପଦ ପଦବୀ ବଣ୍ଟନ ହୋଇଛି। କିଛି ନେତାଙ୍କୁ ବାଦ ଦିଆଯାଇଥିବା ବେଳେ କିଛି ନୂଆ ନେତା ସାମିଲ ହୋଇଛନ୍ତି।
Odisha
ପାହାଡ଼ ଉପରେ ମିଳୁଛି ଟଙ୍କା
ପାହାଡ ଉପରେ ଚାଲିଛି ଜନସେବା କେନ୍ଦ୍ର। ନେଟୱର୍କ ନ ଥିବାରୁ ବିଭିନ୍ନ ସେବା ପାଇଁ ହନ୍ତସନ୍ତ ହେଉଛନ୍ତି ଦୁର୍ଗମ ଅଞ୍ଚଳ ଲୋକେ। ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଅନୁଗୁର ପଞ୍ଚାୟତର ଦୃଶ୍ୟ।
Odisha
ରୋଗୀଣା ସ୍ୱାମୀକୁ ବୋହି କେତେ ଆଉ ଚାଲିବି !
ସ୍ୱାମୀର ମୁଣ୍ଡକୁ ସ୍ତ୍ରୀ ଆଉଁସି ପକାଉଛି ,ଗୋଡ ହାତ ସବୁ ଘଷି ଦେଉଛି। ନିଜ ହାତରେ ସାହାରା ଦେଇ ସ୍ୱାମୀଙ୍କୁ ବାଟ ଦେଖାଉଛି। ଜୀବନ କେତେବେଳ କାହା ପାଇଁ କେମିତି କୌଣସି ପରିସ୍ଥିତିରେ କଣ ଘଟିବ ତାହା କେହି କହିପାରିବେ ନାହିଁ।
Odisha
‘ମୋ ଅସନ୍ତୋଷ ସଭାପତିଙ୍କୁ ଜଣେଇଛି’
କମିଟିକୁ ନେଇ ତାରା ପରେ ସୁର ଝାଡ଼ିଲେ ଅସନ୍ତୋଷ। ବହୁ ଅନୁପଯୁକ୍ତ ଅଛନ୍ତି। ଯାହାକୁ ନେଇ ଅସନ୍ତୁଷ୍ଟ। ମୋ ଅସନ୍ତୋଷ ବିଷୟରେ ମୁଁ ସଭାପତିଙ୍କୁ ଅବଗତ କରିଛି। ବାଦ ପଡ଼ିଥିବା କିଛି ନାଁକୁ କମିଟିରେ ସ୍ଥାନିତ କରିବାକୁ କହିଛି। କିନ୍ତୁ କମିଟିକୁ ସ୍ୱାଗତ। ଯାହାର କିଛି ଅସନ୍ତୋଷ ଅଛି ସେ ସଭାପତିଙ୍କୁ ଜଣାନ୍ତୁ। ଦଳ ବିରୋଧୀ ହୋଇ ନିର୍ବାଚନ ବର୍ଷରେ ଦଳର କ୍ଷତି ନକରନ୍ତୁ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।