ଆଉ ଚିରି ଫୋପାଡ଼ି ପାରିବେନି କାଗଜ | Odisha Reporter
ନୂଆ ସଂସଦ ଭବନକୁ ନେଇ ରାଜନୀତି ଜୋର ଧରିଛି। ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ। କିନ୍ତୁ ସବୁଠାରୁ ବଡ଼ କଥା ହେଉଚି ଏହି ନୂଆ ସଂସଦ ଭବନକୁ ଯେଉଁଭଳି ଢଙ୍ଗରେ ତିଆରି କରାଯାଇଛି ସେଥିରେ ବିରୋଧୀ ଆଉ ପୂର୍ବ ଭଳି ବିରୋଧ କରିପାରିବେ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
