Advertisment

ମୋ ସ୍ୱାମୀଙ୍କ ପରି କେହି ନାହାନ୍ତି!

ଫେବୃଆରୀ ୧୪ ଦିନଟିକୁ ଭାଲେଣ୍ଟାଇନ୍‌ ଡେ ଭାବେ ପାଳନ କରାଗଲା। ଏହି ଦିନକୁ ନିଷ୍ଠାର ସହିତ ପାଳିଲେ ଏମିତି ହଳେ ନବ ଦମ୍ବତି। ଯିଏ ପ୍ରକୃତ ଭଲପାଇବାର ସଂଜ୍ଞା ନିରୂପଣ କରିଛନ୍ତି। ଦୁହେଁ ଦୁହିଁଙ୍କୁ କଲେଜରେ ପଢିବା ବେଳୁ ଭଲ ପାଉଥିଲେ। ଦୀର୍ଘ ୭ ବର୍ଷ ଭଲପାଇବାରେ ଅନ୍ତରାୟ ସୃଷ୍ଟି କରିପାରିନି ରୋଗ।

author-image
Debendra Prusty

ଫେବୃଆରୀ ୧୪ ଦିନଟିକୁ ଭାଲେଣ୍ଟାଇନ୍‌ ଡେ ଭାବେ ପାଳନ କରାଗଲା। ଏହି ଦିନକୁ ନିଷ୍ଠାର ସହିତ ପାଳିଲେ ଏମିତି ହଳେ ନବ ଦମ୍ବତି। ଯିଏ ପ୍ରକୃତ ଭଲପାଇବାର ସଂଜ୍ଞା ନିରୂପଣ କରିଛନ୍ତି। ଦୁହେଁ ଦୁହିଁଙ୍କୁ କଲେଜରେ ପଢିବା ବେଳୁ ଭଲ ପାଉଥିଲେ। ଦୀର୍ଘ ୭ ବର୍ଷ ଭଲପାଇବାରେ ଅନ୍ତରାୟ ସୃଷ୍ଟି କରିପାରିନି ରୋଗ। 

Advertisment
Valentine Day Odisha Love