ମୋ ସ୍ବାମୀ ପରି କେହି ନାହାନ୍ତି ! || This Couple Is The Epitome Of ‘True Love’ || Odisha Reporter
Advertisment
ଫେବୃଆରୀ ୧୪ ଦିନଟିକୁ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରାଗଲା। ଏହି ଦିନକୁ ନିଷ୍ଠାର ସହିତ ପାଳିଲେ ଏମିତି ହଳେ ନବ ଦମ୍ବତି। ଯିଏ ପ୍ରକୃତ ଭଲପାଇବାର ସଂଜ୍ଞା ନିରୂପଣ କରିଛନ୍ତି। ଦୁହେଁ ଦୁହିଁଙ୍କୁ କଲେଜରେ ପଢିବା ବେଳୁ ଭଲ ପାଉଥିଲେ। ଦୀର୍ଘ ୭ ବର୍ଷ ଭଲପାଇବାରେ ଅନ୍ତରାୟ ସୃଷ୍ଟି କରିପାରିନି ରୋଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us