ନିର୍ବାଚନୀ ବର୍ଷରେ ଆଉ କିଛି ବାଟ ନଥିଲା || Pradeep Jena Appointed As New Chief Secretary||Odisha Reporter
ନିର୍ବାଚନୀ ବର୍ଷରେ ଆଉ କିଛି ବାଟ ନଥିଲା!
ସରକାରଙ୍କ ପାଖରେ ଆଉ କିଛି ବାଟ ନଥିଲା। ଶେଷରେ ବାଧ୍ୟ ହୋଇ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ କଲେ ସରକାର। ଏମତିବି ବରିଷ୍ଠତା ଦୃଷ୍ଟିରେ ଅନ୍ୟ ଅଫିସରମାନେ ବର୍ତ୍ତମାନ ଡେପୁଟେସନରେ ଥିବା ହେତୁ ପ୍ରଦୀପ ବାବୁ ହିଁ ଏହି ପୋଷ୍ଟ ପାଇଁ ଫିଟ୍ ଥିଲେ। ବରିଷ୍ଠ ଆଇଏଏସ୍ ଅଫିସର ତଥା ଅତିରିକ୍ତ ଶାସନ ସଚିବ ଥିବା ନିକୁଞ୍ଜ ସୁନ୍ଦରରାୟ ଓ ମୋନା ଶର୍ମା ଆସନ୍ତା ମାର୍ଚ୍ଚ ମାସରେ ଅବସର ନେଉଛନ୍ତି। ତେଣୁ ବରିଷ୍ଠତା ଦୃଷ୍ଟିରୁ ପ୍ରଦୀପ ବାବୁଙ୍କୁ ଏହି ଆସନ ମିଳିଛି।
ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ!
Be the first to get exclusive offers and the latest news
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
