ଆଇଏଏସଙ୍କୁ ଛୁଇଁବାକୁ ଡର? | Odisha Reporter
Advertisment
IAS ଅଫିସରଙ୍କ ବିରୋଧରେ ଦୁର୍ନୀତି । ଦୁର୍ନୀତିରେ ଜଡ଼ିତ ଥିବା ଆଇଏଏସଙ୍କ ବିରୋଧରେ ମୋକଦ୍ଦମା କରିବାକୁ ରାଜ୍ୟ ସରକାର ନାରାଜ। ନବୀନ ସରକାରରେ ୨୨ ବର୍ଷରେ ୪୫ ଜଣ ଆଇଏଏସଙ୍କ ବିରୋଧରେ ଭିଜିଲାନସ ମୋକଦ୍ଦମା କରିବାକୁ ଚାହିଁଛି। ହେଲେ ରାଜ୍ୟ ସରକାର ଏଥିରୁ ୨୮ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ପାଇଁ ଅନୁମତି ଦେଇନାହାନ୍ତି । ଦୁର୍ନୀତି ବିରୋଧରେ ସରକାର ଦୃଢ଼ ଭାବେ ଲଢ଼ୁଛନ୍ତି ବୋଲି ଦାବି କରୁଥିବାବେଳେ RTI ଉତ୍ତର ଖୋଲିଦେଇଛି ରାଜ୍ୟ ସରକାରଙ୍କ ଅସଲ ମୁଖା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us