ହାତରେ ସ୍ୱାମୀଙ୍କ ଫୋଟ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ମହିଳା, ସ୍ୱାମୀଙ୍କ ମୃତ୍ୟୁ ପରେ କେମିତି ବିଧବା ଭତ୍ତାଟିଏ ପାଇଁ ବାରଦ୍ୱାର ହୋଇ ହଇରାଣ ହେଉଛନ୍ତି , ତାହା ଗୋଟି ଗୋଟି କରି ବଖାଣିବା ବେଳକୁ ଆଖିରୁ ଧାର ଧାର ହୋଇ ବୋହି ଯାଉଛି ଲୁହ.. ସ୍ୱାମୀ ମରିବାର ୮ ମାସ ପରେ ବି ବିଧବା ଭତ୍ତାଟିଏ ମିଳୁନାହିଁ କି ମଙ୍ଗଳ ଯୋଜନାରେ ଅର୍ଥରାଶି ମିଳୁନାହିଁ.. ଏପଟେ ଦେଖନ୍ତୁ ଧାଡି ହୋଇ ବସିଥିବା ଏଇ ବୃଦ୍ଧବୃଦ୍ଧାଙ୍କ ବି ସମାନ ଅବସ୍ଥା.. କାହାକୁ ୬୦ ବର୍ଷରୁ ଉର୍ଦ୍ଧ ତ ଆଉ କିଏ ୧୦୦ ବର୍ଷ ଛୁଇଁଲାଣି କିନ୍ତୁ ଭତ୍ତାଟିଏ ପାଇବାରୁ ବଚିଂତ ଅଛନ୍ତି। ବାରମ୍ବାର ଆବେଦନ ପରେ ବି ଭତ୍ତା ଟଙ୍କା ମିଳୁନାହିଁ ବୋଲି କହିଛନ୍ତି ଆବେଦନକାରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Odisha
‘ଏଭଳି ରାଜ୍ୟପାଳ ମୁଁ କେବେ ଦେଖିନି’
ପ୍ରଫେସର ଗଣେଶୀ ଲାଲଙ୍କୁ ଆଉଥରେ ରାଜ୍ୟପାଳ ହେବାକୁ ଅନୁରୋଧ କଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।

Odisha
‘ନବୀନ ବାବୁ ଅକୁହାକଥା କହିଦେଲେ’
‘ନବୀନ ବାବୁ ଅକୁହାକଥା କହିଦେଲେ’। କିଛି ଏଭଳି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି।

Odisha
‘ମୁଁ ଅତ୍ୟନ୍ତ ଖୁସି’
ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

Odisha
'ଟଙ୍କା କଣ ଗଛରେ ଫଳେ?'
'ଟଙ୍କା କଣ ଗଛରେ ଫଳେ?' ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ ଉତ୍ସବରେ କାହିଁକି ଏଭଳି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆସନ୍ତୁ ଜାଣିବା।