Advertisment

ଓଡ଼ିଶାରେ କାମ ନାହିଁ ସୁରଟ ଯାଅ!

୧୯୮୫ରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ବସିଥିଲା ସାରଳା ବୁଣାକାର ସମବାୟ ସୂତାକଳ ଲିମିଟେଡ। ମାତ୍ର ୧୪ ବର୍ଷ ଚାଲିବା ପରେ ୧୯୯୯ରେ ଏହା ବନ୍ଦ ହୋଇଗଲା। ସମବାୟଭିତ୍ତିକ ଏହି ସୂତାକଳରେ ଚାକିରି ପାଇଥିଲେ ୧୩୮୬ ଲୋକ। ମାତ୍ର ୧୩ କୋଟି ୨୮ ଲକ୍ଷ ଟଙ୍କାରେ ପ୍ରତିଷ୍ଠିତ ହୋଇଥିଲା ଏହି ସୂତାକଳ। ବର୍ତମାନ ଏହାର ବିକ୍ରି ପାଇଁ ଉଦ୍ୟମ ଚାଲିଛି ବୋଲି ସରକାର ବିଧାନସଭାରେ କହିଛନ୍ତି।

author-image
Debendra Prusty

Cotton Textile Mills Odisha Employment Odisha