Advertisment

ଓଡ଼ିଶାରେ କାମ ନାହିଁ ସୁରଟ ଯାଅ!

୧୯୮୫ରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ବସିଥିଲା ସାରଳା ବୁଣାକାର ସମବାୟ ସୂତାକଳ ଲିମିଟେଡ। ମାତ୍ର ୧୪ ବର୍ଷ ଚାଲିବା ପରେ ୧୯୯୯ରେ ଏହା ବନ୍ଦ ହୋଇଗଲା। ସମବାୟଭିତ୍ତିକ ଏହି ସୂତାକଳରେ ଚାକିରି ପାଇଥିଲେ ୧୩୮୬ ଲୋକ। ମାତ୍ର ୧୩ କୋଟି ୨୮ ଲକ୍ଷ ଟଙ୍କାରେ ପ୍ରତିଷ୍ଠିତ ହୋଇଥିଲା ଏହି ସୂତାକଳ। ବର୍ତମାନ ଏହାର ବିକ୍ରି ପାଇଁ ଉଦ୍ୟମ ଚାଲିଛି ବୋଲି ସରକାର ବିଧାନସଭାରେ କହିଛନ୍ତି।

Odisha Odisha Employment Textile Mills Cotton
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe