କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଦୋହଲିଲା ବିଦ୍ୟୁତ୍‌ ଖୁଣ୍ଟ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଗତକାଲି ୮ଟି ସ୍ଥାନରେ ତାପମାତ୍ରା  ୪୦ ଡିଗ୍ରୀ ଉପରେ  ରହିଥିଲା। ହେଲେ ଗତକାଲି ଅପରାହ୍ଣରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ସମେତ ଇଟାମାଟି ଓ ବିଜିପୁରରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ଏହି  ସବୁ  ଅଞ୍ଚଳରେ କୁଆ ପଥର ମାଡ଼ ସହ ପ୍ରବଳ ବର୍ଷା ଓ  ବଜ୍ରପାତ ହୋଇଥିଲା। ପବନରେ ଅନେକ ଗଛ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍‌ ପୋଲ ଦୋହଲି ଯାଇଛି।

nayagada

nayagada

Jyoshna Pradhan
  • Published: Thursday, 16 April 2020
  • Updated: 16 April 2020, 09:15 AM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଗତକାଲି ୮ଟି ସ୍ଥାନରେ ତାପମାତ୍ରା  ୪୦ ଡିଗ୍ରୀ ଉପରେ  ରହିଥିଲା। ହେଲେ ଗତକାଲି ଅପରାହ୍ଣରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ସମେତ ଇଟାମାଟି ଓ ବିଜିପୁରରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା।

ଏହି  ସବୁ  ଅଞ୍ଚଳରେ କୁଆ ପଥର ମାଡ଼ ସହ ପ୍ରବଳ ବର୍ଷା ଓ  ବଜ୍ରପାତ ହୋଇଥିଲା। ପବନରେ ଅନେକ ଗଛ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍‌ ପୋଲ ଦୋହଲି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story