‘ଓଡ଼ିଶାର ନୁହଁନ୍ତି ଆଇନ ମନ୍ତ୍ରୀ’ | Odisha Reporter
Advertisment
ରତ୍ନଭଣ୍ଡାର ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରତିକ୍ରିୟା। କହିଲେ, 'ଆଇନ ମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡାର ଚାବି ହଜିବା କଥା ସେ ଜାଣିନାହାନ୍ତି, ତାଙ୍କ କଥାରୁ ଲାଗୁଛି ବୋଧହୁଏ ସେ ଓଡ଼ିଶାର ମନ୍ତ୍ରୀ ନୁହଁନ୍ତି, ମନ୍ତ୍ରୀ କହିବା ଅର୍ଥ ସରକାର ଜାଣିନାହାନ୍ତି, ଏହା ନିନ୍ଦନୀୟ କଥା, ରତ୍ନଭଣ୍ଡାରରୁ ଜଗନ୍ନାଥଙ୍କ ସମ୍ପତ୍ତି ବାହାର ରାଜ୍ୟକୁ ଚାଲିଯାଇନି ତ, ତୁରନ୍ତ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଅନ୍ତୁ ।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us