Advertisment

ଜଗନ୍ନାଥଙ୍କ ଦର୍ଶନରେ ବି ଦୁର୍ନୀତି! ମାତିଛନ୍ତି ଅସାଧୁ କର୍ମଚାରୀ!!

ଶ୍ରୀମନ୍ଦିରରେ ଜଗା ଦର୍ଶନରୁ ଫାଇଦା ନେଉଛନ୍ତି କି ଅସାଧୁ ଅଧିକାରୀ। ଏହି ପ୍ରସଙ୍ଗ ଶନିବାର ବସିଥିବା ଛତିଶା ନିଯୋଗ ବୈଠକ ଉଠିଥିଲା। ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ। ଧାଡି ଦର୍ଶନକୁ ନେଇ ବିବାଦ ଏବଂ ହିଂସା ଘଟିବା ପରେ ସୁରକ୍ଷା ଦୃଷ୍ଟିରୁ ଶ୍ରମନ୍ଦିରର ତିନି ଦ୍ୱାର ବନ୍ଦ କରିଥିଲା ପ୍ରଶାସନ। ଏହା ପରେ ଅନେକ ମାସ ବିତିଯାଇଥିଲେ ବି ଦ୍ୱାର ଫିଟୁନି। ଫଳରେ ସାଧାରଣ ଦର୍ଶନ ପାଇବା ପାଇଁ ବେଶ କଲବଲ ହେଉଛନ୍ତି ଶ୍ରଦ୍ଧାଳୁ।

Lord Jagannath Puri Shreemandir Corruption Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe