ଏଣିକି ଫ୍ଲିପ୍‌କାର୍ଟରେ ମିଳିବ ସମ୍ୱଲପୁରୀ ଶାଢ଼ି

ଭୁବନେଶ୍ୱର: ଏଣିକି ଅନଲାଇନ୍ ସପିଙ୍ଗ୍ କମ୍ପାନୀ ଫ୍ଲିପ୍‌କାର୍ଟରେ ମିଳିବ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ। ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍‌ସାଇଟ୍ ମାଧ୍ୟମରେ ଉପଲବ୍ଧ କରାଇବା ନେଇ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହ ରାଜ୍ୟ ସରକାରଙ୍କର MoU ହୋଇଛି। ଏହି ବୁଝାମଣା ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ। ଫଳରେ ଓଡ଼ିଶାର ହଲ୍‌ମାର୍କ ଉତ୍ପାଦ ଜାତୀୟ ବଜାରରେ ପ୍ରବେଶ ପାଇଁ ସୁଯୋଗ ସୃଷ୍ଟି ହେବ। ଏହା ସହ ଇ-କମର୍ସ […]

saree

saree

Puspanjali Panda
  • Published: Sunday, 01 December 2019
  • Updated: 01 December 2019, 05:33 PM IST

Sports

Latest News

ଭୁବନେଶ୍ୱର: ଏଣିକି ଅନଲାଇନ୍ ସପିଙ୍ଗ୍ କମ୍ପାନୀ ଫ୍ଲିପ୍‌କାର୍ଟରେ ମିଳିବ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ। ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍‌ସାଇଟ୍ ମାଧ୍ୟମରେ ଉପଲବ୍ଧ କରାଇବା ନେଇ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହ ରାଜ୍ୟ ସରକାରଙ୍କର MoU ହୋଇଛି।

ଏହି ବୁଝାମଣା ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ଫ୍ଲିପ୍‌କାର୍ଟ ସମର୍ଥ କାର୍ଯ୍ୟକ୍ରମ। ଫଳରେ ଓଡ଼ିଶାର ହଲ୍‌ମାର୍କ ଉତ୍ପାଦ ଜାତୀୟ ବଜାରରେ ପ୍ରବେଶ ପାଇଁ ସୁଯୋଗ ସୃଷ୍ଟି ହେବ। ଏହା ସହ ଇ-କମର୍ସ ମଡେଲରେ ସମସ୍ତ ବୁଣାକାର ଓ ହସ୍ତଶିଳ୍ପୀ ସୁବିଧା ପାଇବେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos