saree
Advertisment
ଭୁବନେଶ୍ୱର: ଏଣିକି ଅନଲାଇନ୍ ସପିଙ୍ଗ୍ କମ୍ପାନୀ ଫ୍ଲିପ୍କାର୍ଟରେ ମିଳିବ ଓଡ଼ିଶାର ହସ୍ତଶିଳ୍ପ ସାମଗ୍ରୀ। ଓଡ଼ିଶା ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଏହି ୱେବ୍ସାଇଟ୍ ମାଧ୍ୟମରେ ଉପଲବ୍ଧ କରାଇବା ନେଇ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ସହ ରାଜ୍ୟ ସରକାରଙ୍କର MoU ହୋଇଛି।
Advertisment
ଏହି ବୁଝାମଣା ଅନୁସାରେ ଖୁବ୍ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ଫ୍ଲିପ୍କାର୍ଟ ସମର୍ଥ କାର୍ଯ୍ୟକ୍ରମ। ଫଳରେ ଓଡ଼ିଶାର ହଲ୍ମାର୍କ ଉତ୍ପାଦ ଜାତୀୟ ବଜାରରେ ପ୍ରବେଶ ପାଇଁ ସୁଯୋଗ ସୃଷ୍ଟି ହେବ। ଏହା ସହ ଇ-କମର୍ସ ମଡେଲରେ ସମସ୍ତ ବୁଣାକାର ଓ ହସ୍ତଶିଳ୍ପୀ ସୁବିଧା ପାଇବେ ବୋଲି ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/saree.jpg)