Advertisment

ଏବେ କ୍ଷତି ସହିବ କିଏ?

ନିଜ ହକ୍ ପାଇଁ ରାସ୍ତାକୁ ଓହ୍ଲାଇଥିବା ଡ୍ରାଇଭର ଶାନ୍ତ ପଡ଼ିଲେ। ପରୋକ୍ଷରେ ଡ୍ରାଇଭରଙ୍କୁ ଆନ୍ଦୋଳନ କରିବାକୁ ଉସକାଇଥିବା ସରକାର ବଦନାମ ହେବା ପରେ ସରେଣ୍ଡର କଲେ, ଆଉ ଦାବି ପୂରଣ କରିବାକୁ ଲେଖିଦେଲେ। ହେଲେ ମଝିରେ ଯାହା ସବୁ ଘଟିଗଲା, ତାହା ପାଇଁ କିଏ ଦାୟୀ ରହିବ? ସାଧାରଣ ଖାଉଟି ନାକେଦମ ହେଲା, ପେଟ୍ରୋଲ ଟିକେ ପାଇଁ ହାହାକାର ସ୍ଥିତି ଦେଖିବାକୁ ମିଳିଲା, ଛୋଟ ବ୍ୟବସାୟୀରୁ ବହ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କା ହରାଇଲେ।

Odisha Transport Odisha Drivers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe