Advertisment

ଚେନ୍ନାଇରେ ନୂଆଖାଇର ଚମକ

ଚେନ୍ନାଇ(ଓଡିଶା ରିପୋର୍ଟର) : ସାରା ପଶ୍ଚିମ ଓଡିଶାରେ ନୂଆଖାଇ ପାଳନ ସରିଥିବାବେଳେ ଚେନ୍ନାଇରେ ଗତ ୧୦ ତାରିଖରେ ଖୁବ ଧୁମ ଧାମରେ ଏହି ପର୍ବ ପାଳନ ହୋଇଛି । ଚେନ୍ନାଇ ଉତ୍କଳ ଆସୋସିଏସନ୍ ଦ଼୍ବାରା ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା ଏଥିରେ ହଜାର ହଜାର ଓଡିଆ ଲୋକ ଯୋଗ ଦେଇଥିଲ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗ ଭାଷଣ ଦେବା ସହିତ ନିଜର କବିତା ମଧ୍ୟ ପଢିଥିଲେ। ପାରଳାଖେମୁଣ୍ଡି ରାଜାଙ୍କର ବଡଭାଇ ଜଗନ୍ନାଥ ଦେବ ଓ ତାଙ୍କ ସ୍ତ୍ରୀ ଶାରଳା ଦେବୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ ଏହି ସଭାରେ ବଲାଙ୍ଗିରର ପଞ୍ଚମ ଗ୍ରୁପ୍ ତରଫରୁ ସମ୍ବଲପୁରୀ ନାଚ ଗୀତ ପରିବେଷଣ କରାଯାଇଥିଲା। ସମ୍ବଲପୁରୀ ନାଚ ଓ ରଙ୍ଗବତୀ ଗୀତର ତାଳେ ତାଳେ ଓଡିଆ ଚେନ୍ନାଇ ପ୍ରବାସୀମାନେ ଖୁବ ମଜା ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe