ନୂଆପଡ଼ା: ବଜ୍ରପାତରେ ୩ ମୃତ, ୨ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୁଲେକଲା ଗାଁରେ ଘଟିଛି ଅଘଟଣ। ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରିତୁ ମହାନନ୍ଦ (୧୨), କୁନା ଖର୍ସେଲ (୨୩) ଓ ପୃଥିରାଜ କିନ୍ଦା (୧୦)। ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଧର୍ମରାଜ ଚିନ୍ଦ (୦୯) ଓ ଗୋପିନାଥ ଚିନ୍ଦ (୧୦)। କୁଲେକଲା ଗାଁରେ ସନ୍ଧ୍ୟାରେ ଝଡ଼େତୋଫାନ ସାଙ୍ଗକୁ ବର୍ଷା ହୋଇଥିଲା। ଏହି ସମୟରେ ଏମାନ ଆମ୍ବ ଗୋଟାଇବାକୁ ଚାଲି ଯାଇଥିଲେ। […]

subhadra darusagadi

Rakesh Mallick
  • Published: Wednesday, 06 May 2015
  • , Updated: 06 May 2015, 01:23 PM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୁଲେକଲା ଗାଁରେ ଘଟିଛି ଅଘଟଣ। ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରିତୁ ମହାନନ୍ଦ (୧୨), କୁନା ଖର୍ସେଲ (୨୩) ଓ ପୃଥିରାଜ କିନ୍ଦା (୧୦)। ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଧର୍ମରାଜ ଚିନ୍ଦ (୦୯) ଓ ଗୋପିନାଥ ଚିନ୍ଦ (୧୦)।

କୁଲେକଲା ଗାଁରେ ସନ୍ଧ୍ୟାରେ ଝଡ଼େତୋଫାନ ସାଙ୍ଗକୁ ବର୍ଷା ହୋଇଥିଲା। ଏହି ସମୟରେ ଏମାନ ଆମ୍ବ ଗୋଟାଇବାକୁ ଚାଲି ଯାଇଥିଲେ। ଆମ୍ବ ଗୋଟାଉଥିବା ବେଳେ ବଜ୍ରପାତ ହୋଇଥିଲା। ଆଉ ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

Related story