nuapada
Advertisment
ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୬ ଘଣ୍ଟିଆ ନୂଆପଡ଼ା ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ଥିଲା। ଏଥିସହ ଦୋକାନ ବଜାର,ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ଥିଲା।
Advertisment
କେନ୍ଦ୍ର ସରକାର ଘୋଷଣା କରି ଥିବା ୭୩ଟି ମେଡିକାଲ କଲେଜ ମଧ୍ୟରୁ ଗୋଟିଏ ନୂଆପଡାରେ କରିବାକୁ ମେଡିକାଲ କଲେଜ ପ୍ରତିଷ୍ଠା ସାମୁଖ୍ୟ ଓ ଜିଲ୍ଲା ଓକିଲ ସଂଘ ଦାବି କରିଛି। ଆସନ୍ତାକାଲି ଓକିଲ ସଂଘର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/nuapada-900.jpg)