ପୁଣି ଚର୍ଚ୍ଚାରେ ଡାକ୍ତର: ଅପରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କଲେ

ନୂଆପଡ଼ା(ମାୟାଧର ସରାଫ):କରୋନା କାଳରେ ୧୪ଜଣ କରୋନା ମୢତକଙ୍କ ଶବକୁ ସତ୍କାର କରି ଚର୍ଚ୍ଚାରେ ଥିବା ଖଡିଆଳ ସରକାରୀ ଡାକ୍ତରଖାନାର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ପୁଣି ଚର୍ଚ୍ଚାରେ । ଏବେ ସେ ଜଣେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କରିଛନ୍ତି । ଗତ ୩ ଦିନ ତଳେ ଜଣେ ଅପରିଚିତ ବୃଦ୍ଧ ଗୁରୁତର ଅସୁସ୍ଥ ହୋଇ ଲଛିପୁର ଗାଁ ନିକଟରେ ଅଚେତ ହୋଇ ପଡି ଥିଲେ । ବୃଦ୍ଧଙ୍କ ସୂଚନା ପାଇ ଡା.ଅନ୍ନଦାଶଙ୍କର ସେଠାକୁ […]

670

670

Tapas Behera
  • Published: Monday, 02 August 2021
  • Updated: 02 August 2021, 07:04 PM IST

ନୂଆପଡ଼ା(ମାୟାଧର ସରାଫ):କରୋନା କାଳରେ ୧୪ଜଣ କରୋନା ମୢତକଙ୍କ ଶବକୁ ସତ୍କାର କରି ଚର୍ଚ୍ଚାରେ ଥିବା ଖଡିଆଳ ସରକାରୀ ଡାକ୍ତରଖାନାର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ପୁଣି ଚର୍ଚ୍ଚାରେ । ଏବେ ସେ ଜଣେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କରିଛନ୍ତି ।

ଗତ ୩ ଦିନ ତଳେ ଜଣେ ଅପରିଚିତ ବୃଦ୍ଧ ଗୁରୁତର ଅସୁସ୍ଥ ହୋଇ ଲଛିପୁର ଗାଁ ନିକଟରେ ଅଚେତ ହୋଇ ପଡି ଥିଲେ । ବୃଦ୍ଧଙ୍କ ସୂଚନା ପାଇ ଡା.ଅନ୍ନଦାଶଙ୍କର ସେଠାକୁ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ବୃଦ୍ଧଙ୍କୁ ଖଡିଆଳ ସରକାରୀ ଡାକ୍ତରଖାନାରେ ଆଣି ଚିକିତ୍ସା କରିଥିଲେ ।

୩ ଦିନ ଅକ୍ଲାନ୍ତ ଉଦ୍ୟମ କରି ଥିଲେ । କିନ୍ତୁ ବୃଦ୍ଧ ଜଣକ ସୋମବାର ଦିନ ମୃତ୍ୟୁବରଣ କରି ଥିଲେ । ଶବ ସତ୍କାର ପାଇଁ କୌଣସି ବ୍ୟକ୍ତି ସାମ୍ନାକୁ ନ ଆସିରୁ ଡା. ଅନ୍ନଦାଶଙ୍କର  ତାଙ୍କ କିଛି  ସାଥୀଙ୍କ ସହାୟତାରେ ଖଡିଆଳର ରାଣୀପୁର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରି ଥିଲେ । ଡା.ଅନ୍ନଦାଶଙ୍କର କରୋନା କାଳରେ ୧୪ ଜଣ କରୋନା ମୃତକଙ୍କ ଶବ ସତ୍କାର କରିବା ସହ ଗାଁ ଗାଁ ଯାଇ କରୋନା ସଚେତନତା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story