Advertisment

ଖେଳ ହେଲା କାଳ, ଫେରିଲେନି ପରମେଶ୍ୱର

ନୂଆପଡ଼ା(ମାୟାଧର ସରାଫ): ଖେଳ ହେଲା କାଳ। ଖେଳୁ ଖେଳୁ କୂଅରେ ଖସି ଚାଲିଗଲା ଜୀବନ। ନୂଆପଡା ଜିଲ୍ଲା ଖଡିଆଳ ଥାନା ମନ୍ରୀତରାଇ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଖଡିଆଳ ଥାନା ମନ୍ରୀତରାଇ ଗାଁରେ ନିତଧର ମାଝୀ ଙ୍କ ୪ ବର୍ଶର ପୁଅକୁ ନିଜ ଆଈ ମାଙ୍କ ପାଖରେ ଛାଡି ସ୍ତ୍ରୀ ସହ କାମ ପାଇଁ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ। ୪ ବର୍ଷର […]

ଖେଳ ହେଲା କାଳ, ଫେରିଲେନି ପରମେଶ୍ୱର

898

Advertisment

ନୂଆପଡ଼ା(ମାୟାଧର ସରାଫ): ଖେଳ ହେଲା କାଳ। ଖେଳୁ ଖେଳୁ କୂଅରେ ଖସି ଚାଲିଗଲା ଜୀବନ। ନୂଆପଡା ଜିଲ୍ଲା ଖଡିଆଳ ଥାନା ମନ୍ରୀତରାଇ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଖଡିଆଳ ଥାନା ମନ୍ରୀତରାଇ ଗାଁରେ ନିତଧର ମାଝୀ ଙ୍କ ୪ ବର୍ଶର ପୁଅକୁ ନିଜ ଆଈ ମାଙ୍କ ପାଖରେ ଛାଡି ସ୍ତ୍ରୀ ସହ କାମ ପାଇଁ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ।

Advertisment

୪ ବର୍ଷର ଶିଶୁ ପରମେଶ୍ୱର ନିଜ ଆଈଙ୍କ ପାଖରେ ରହୁଥିଲେ । ସନ୍ଧ୍ୟାରେ ଖେଳୁ ଥିବା ବେଳେ କେତେ ବେଳେ ଘର ପାଖରା ଥିବା ଏକ କୂଅରେ ସେ ପଡି ଯାଇ ଥିଲେ । ଶିଶୁକୁ ଅନେକ ଖୋଜା ଖୋଜି ପରେ ବି ତାର ପତ୍ତା ମିଳି ନଥିଲା। ଗତ କାଲି ସନ୍ଧ୍ୟାରେ କୂଅରେ ଶିଶୁର ଶବ ଭାସୁ ଥିବା ଦେଖିବାକୁ ମିଳି ଥିଲା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe