Advertisment

ପୁରସ୍କାରରେ ୧ ନଂ, ଦାଦନରେ ବି ୧ନଂ!

ଜାତୀୟ ସ୍ତରରେ ଗଞ୍ଜାମ ଜିଲ୍ଲା ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜଳି ବ୍ଲକକୁ ପଞ୍ଚାୟତିରାଜ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜାତୀୟ ପୁରସ୍କାର ମିଳିଛି। ବିଭିନ୍ନ ପ୍ରଶ୍ନୋତ୍ତର ଆଧାରରେ ଜାତୀୟ ପୁରସ୍କାର ଦେଇଛି କେନ୍ଦ୍ର ପଂଚାୟତିରାଜ ମନ୍ତ୍ରଣାଳୟ। ପଂଚାୟତ ପରିଚାଳନା କ୍ଷେତ୍ରରେ ଏତେ ସଫଳତା ମିଳୁଛି ବୋଲି କୁହାଯାଉଥିଲା ବେଳେ ଜିଲ୍ଲା, ବ୍ଲକ୍ ଓ ପଂଚାୟତରେ ଦାଦନ ସମସ୍ୟା ବ୍ୟାପକ ରୂପ ଧାରଣ କରିଛି।

author-image
Debendra Prusty

Naveen Patnaik BjD Odisha Bonded Laborer Ganjam