ଖୋଲିବ ନର୍ସ ନିହାରିକା ହତ୍ୟା ମିଷ୍ଟ୍ରୀ: ଆତ୍ମସମର୍ପଣ କଲା ବୟଫ୍ରେଣ୍ଡ ରାଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋଲିବ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡର ଗୁମର। କିଛି ଦିନର ଲୁଚକାଳି ଖେଳ ପରେ ଆଜି ବିରିଡ଼ି ଥାନା ପୁଲିସ ପାଖରେ ଆତ୍ମସମର୍ପଣ କରିଛି ସନ୍ଦିଗ୍ଧ ବୟଫ୍ରେଣ୍ଡ୍‌ ରାଜା। ନିହାରିକାଙ୍କ ପ୍ରେମିକ କୁହାଯାଉଥିବା ରାଜା ଓରଫ କିଶୋର ଆଞ୍ଚଲ ଆତ୍ମସମର୍ପଣ କରିବା ପରେ ପୁଲିସ ତାକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି। ଅନ୍ୟପକ୍ଷରେ ଝିଅକୁ ହରାଇବା ପରେ ବାପା-ମାଆଙ୍କ ଆଖିରୁ ଲୁହ ଶୁଖୁନି। ରାଜା ହିଁ ହତ୍ୟାକାରୀ, ତାଙ୍କୁ ଫାଶୀ ଦଣ୍ଡ […]

nurse-niharika-patra-murder-mystery

nurse-niharika-patra-murder-mystery

Manoranjan Sial
  • Published: Friday, 20 September 2019
  • Updated: 20 September 2019, 07:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋଲିବ ନର୍ସ ନିହାରିକା ପାତ୍ର ହତ୍ୟାକାଣ୍ଡର ଗୁମର। କିଛି ଦିନର ଲୁଚକାଳି ଖେଳ ପରେ ଆଜି ବିରିଡ଼ି ଥାନା ପୁଲିସ ପାଖରେ ଆତ୍ମସମର୍ପଣ କରିଛି ସନ୍ଦିଗ୍ଧ ବୟଫ୍ରେଣ୍ଡ୍‌ ରାଜା। ନିହାରିକାଙ୍କ ପ୍ରେମିକ କୁହାଯାଉଥିବା ରାଜା ଓରଫ କିଶୋର ଆଞ୍ଚଲ ଆତ୍ମସମର୍ପଣ କରିବା ପରେ ପୁଲିସ ତାକୁ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି। ଅନ୍ୟପକ୍ଷରେ ଝିଅକୁ ହରାଇବା ପରେ ବାପା-ମାଆଙ୍କ ଆଖିରୁ ଲୁହ ଶୁଖୁନି। ରାଜା ହିଁ ହତ୍ୟାକାରୀ, ତାଙ୍କୁ ଫାଶୀ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

ନିହାରିକା କଟକରେ ଏକ ନର୍ସିଂହୋମ୍‌ରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ତେବେ ଗତ ୮ ତାରିଖରୁ ସେ ନିଖୋଜ ଥିଲେ। ପରିବାର ଲୋକେ ଏନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଜଗତସିଂହପୁର ଜିଲ୍ଲାର ବିଲୁଆଖାଇ ନଦୀ ପଠାରୁ ନିହାରିକାଙ୍କ ମୃତଦେହ ଏକ ଅଖାରୁ ମିଳିବା ପରେ ରାଜା ସନ୍ଦେହ ଘେରକୁ ଆସିଥିଲା। ତା’ପରଠାରୁ ରାଜା ଫେରାର ଥିଲା। ତାକୁ ଠାବ କରିବା ପାଇଁ ପୁଲିସ ଉଦ୍ୟମ କରୁଥିଲା। ମାତ୍ର ସେଥିରେ ସଫଳ ହୋଇନଥିଲା। ଶେଷରେ ସେ ଆତ୍ମସମର୍ପଣ କରିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ନିହାରିକା ନିଖୋଜ ପରଠାରୁ କାହିଁକି ଫେରାର ଥିଲା ରାଜା? ରାଜା ନିଜେ ହତ୍ୟାକାରୀ ନା ଅନ୍ୟ କାହାର ସଂପୃକ୍ତି ରହିଛି, ସେ ନେଇ ଚାଲିଛି ତନାଘନା। ସେପଟେ ଝିଅ ନିହାରିକାଙ୍କ ସହ ରାଜାର ପ୍ରେମ ସଂପର୍କ ଥିଲା ଓ ଉଭୟଙ୍କ ବିବାହ ଯାଏଁ କଥା ଯାଇଥିବା ସ୍ୱୀକାର କରିଛନ୍ତି ନିହାରିକାଙ୍କ ବାପା। ତେଣୁ ରାଜା ହିଁ ହତ୍ୟାକାରୀ ଓ ତାକୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି।

ତେଣେ ନିହାରିକା ହତ୍ୟାକାଣ୍ଡ ମାମଲାରେ ବଳିଷ୍ଠ ପ୍ରମାଣ ଯୋଗାଡ଼ରେ ଲାଗିଛି ବିରିଡ଼ି ପୁଲିସ୍। ନିହାରିକା ଯେ, ତାଙ୍କ ଝିଅ ଏକଥା ସ୍ପଷ୍ଟ କରିବାକୁ ତାଙ୍କ ବାପା-ମାଆଙ୍କ ଡିଏନ୍ଏ ଯାଞ୍ଚ ହେବ। ସେଥିପାଇଁ ବିରିଡି ପୁଲିସ ନିହାରିକାଙ୍କ ବାପା-ମାଆଙ୍କୁ ଭିଙ୍ଗାରପୁରରୁ କ୍ୟାପିଟାଲ ହସ୍ପିଟାଲକୁ ଡାକି ରକ୍ତ ନମୂନା ସଂଗ୍ରହ କରିଛି।

ଏପଟେ ଅଲିଅଳି ଓ ରୋଜଗାରିଆ ଝିଅ ଯେ ଆଉ ଦୁନିଆରେ ନାହିଁ, ସେକଥା ଭାବି ଚେତାଶୂନ୍ୟ ହୋଇ ଯାଉଛନ୍ତି ମାଆ। ତାଙ୍କ ଝିଅକୁ ହତ୍ୟାକାରୀ ଯେମିତି ମାରିଛି, ତାକୁ ସେମିତି ଦଣ୍ଡ ଦିଆଯାଉ ବୋଲି କୋହ ଭରା କଣ୍ଠରେ ଦାବି କରିଛନ୍ତି ମୃତା ନିହାରିକାଙ୍କ ମାଆ।

ଗତ ୮ ତାରିଖରୁ ନିଖୋଜ ଥିଲେ ନର୍ସ ନିହାରିକା ପାତ୍ର। ସିସିଟିଭି ଫୁଟେଜ୍ ଅନୁସାରେ କଟକରେ ଚାକିରି କରୁଥିବା କ୍ଲିନିକ୍‌ରୁ ପ୍ରେମିକ ରାଜା ସହ କୁଆଡ଼େ ଯାଇ ଆଉ ଫେରିନଥିଲେ। ଏହାର ୯ ଦିନ ପରେ ବିଲୁଆଖାଇ ନଦୀ ପଠାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍ତାରୁ ମିଳିଥିଲା ତାଙ୍କ ଗଳିତ ମୃତଦେହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story