ଅପଶବ୍ଦ କହିଲେ ରୋଗୀଙ୍କ ସମ୍ପର୍କୀୟ, ଧାରଣାରେ ବସିଲେ ସ୍ୱାସ୍ଥ୍ୟକର୍ମୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ରୋଗୀଙ୍କୁ ସେବା ଯୋଗାଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ ସହ ଗାଳିଗୁଲଜ ବି କଲେ । କେବଳ ସେତିକି ନୁହେଁ, ଏହାର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ କଲେ।  ଯାହାକୁ ନେଇ ସ୍ଥିତି ଅଣାୟତ୍ତ ହୋଇଛି। ଏହାଦ୍ୱାରା ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗରେ ତାତିଛନ୍ତି ସ୍ୱାସ୍ଥ୍ୟ କର୍ମୀ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଛନ୍ତି । ଏପରି ଦୃଶ୍ୟ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଦେଖିବାକୁ ମିଳିଛି। ନଭେମ୍ବର […]

bhadrak

bhadrak

Niharika Rout
  • Published: Thursday, 08 December 2022
  • Updated: 08 December 2022, 01:47 PM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ରୋଗୀଙ୍କୁ ସେବା ଯୋଗାଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ ସହ ଗାଳିଗୁଲଜ ବି କଲେ । କେବଳ ସେତିକି ନୁହେଁ, ଏହାର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ କଲେ।  ଯାହାକୁ ନେଇ ସ୍ଥିତି ଅଣାୟତ୍ତ ହୋଇଛି। ଏହାଦ୍ୱାରା ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗରେ ତାତିଛନ୍ତି ସ୍ୱାସ୍ଥ୍ୟ କର୍ମୀ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଛନ୍ତି । ଏପରି ଦୃଶ୍ୟ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଦେଖିବାକୁ ମିଳିଛି।

ନଭେମ୍ବର ୨୮ ତାରିଖ ରାତିରେ ବହୁଦରଡା ଅଞ୍ଚଳର ଜନୈକ ରୋଗୀ ମେଡିକାଲରେ ଆଡମିଶନ ହୋଇଥିଲେ ମଧ୍ୟ ତାଙ୍କୁ ବେଡ଼ ମିଳିନଥିଲା । ଏହି କଥାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିବା ସହ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ପରେ ମୋବାଇଲରେ ଭିଡ଼ିଓ ରେକର୍ଡ କରି ତାହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ପୋଷ୍ଟ ଉପରେ ବହୁ ଲୋକ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିଲେ।

ଏ ନେଇ ସ୍ୱାସ୍ଥ୍ୟକର୍ମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଅଭିଯୋଗ ପରେ ମେଡିକାଲ ତରଫରୁ ପୁଲିସରେ ଏତଲା ଦିଆଯାଇଥିଲା । ଭଦ୍ରକ ଏସପିଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା ।  କିନ୍ତୁ ପୁଲିସ୍‌ ୮ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କି ଅଭିଯୁକ୍ତଙ୍କୁ ଗିରଫ କରୁନି।

ଏପରି ଅଶାଳୀନ ମନ୍ତ୍ୟବ ଯୋଗୁ ଆତ୍ମଗରିମା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗରେ ମେଡିକାଲର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି। ଏପରିକି ଏହା ପ୍ରତିବାଦରେ ସେମାନେ ଜିଲ୍ଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏଥିଯୋଗୁ ରୋଗୀ ସେବା ଠପ ହୋଇଛି ।

ଏନେଇ ନର୍ସିଂ ଅଫିସର ବାସନ୍ତୀ ପାଲ କହିଛନ୍ତି, ଗତ ୨୮ ତାରିଖ ରାତିରେ ବେଡ ନ ମିଳିବାରୁ ଜଣେ ରୋଗୀଙ୍କ ସମ୍ପର୍କୀୟ ବହୁ ଖରାପ ଶବ୍ଦ ପ୍ରୟୋଗ କରିଥିଲେ। ସେ ମୋ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିବାରୁ ମୁଁ ମାନସିକ ଭାବେ ଆଘାତପ୍ରାପ୍ତ ହୋଇଛି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଓ ପୁଲିସ୍‌କୁ ଅବଗତ କରିଛି। ସେ ନିଜେ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ଭୁଲ୍‌ ମାଗୁ।

ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପାତ୍ର କହିଛନ୍ତି, ଏ ଘଟଣା ସମ୍ପର୍କରେ ପୁଲିସ୍‌କୁ ଅବଗତ କରାଯାଇଛି। ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ବିଳମ୍ବରେ ନର୍ସମାନେ ଧାରଣାରେ ବସିଛନ୍ତି। ଧାରଣା ପ୍ରତ୍ୟାହୃତ ପାଇଁ ସେମାନଙ୍କ ସହ ଆଲୋଚନା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story