Advertisment

ଘରୋଇ ନର୍ସିଂହୋମ୍‌ ସିଲ୍‌; ପଜିଟିଭ ଚିହ୍ନଟ ହେଲେ ୩ କର୍ମଚାରୀ ‌

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗଜପତି  ଜିଲ୍ଲା ପାରଳାଖେମୁଣ୍ଡି ସହରର ଏକ ଘରୋଇ ନର୍ସିଂହୋମ୍‌ର ୩ ଜଣ କର୍ମଚାରୀ ଏକ ସଙ୍ଗେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ନର୍ସିଂହୋମ୍‌କୁ ସିଲ୍‌ କରି ଦିଆଯାଇଛି। ୭ ଦିନ ପାଇଁ ସମ୍ପୃକ୍ତ ନର୍ସିଂହୋମକୁ ସିଡିଏମ୍ଓ ସିଲ୍ କରିଦେଇଛନ୍ତି। ସହରରେ ଥିବା ଅନ୍ୟ ନର୍ସିଂହୋମଗୁଡ଼ିକରେ ମଧ୍ୟ ଯାଞ୍ଚ କଡ଼ାକଡ଼ି କରାଯାଇଛି। ସୂଚନାଯୋଗ୍ୟ, ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୫ରେ ପହଞ୍ଚିଛି।  ଆକ୍ଟିଭ୍‌ କେସ୍‌ ୩୦୨ ରହିଛି। ୧୩୩ ଜଣ ସୁସ୍ଥ ହୋଇ ଘରକୁ […]

author-image
Jyoshna Pradhan
କରୋନା ଚିକିତ୍ସାର ବାଟ ପାଇଲେ ଭାରତୀୟ ବୈଜ୍ଞାନିକ

coronavirus

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗଜପତି  ଜିଲ୍ଲା ପାରଳାଖେମୁଣ୍ଡି ସହରର ଏକ ଘରୋଇ ନର୍ସିଂହୋମ୍‌ର ୩ ଜଣ କର୍ମଚାରୀ ଏକ ସଙ୍ଗେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ନର୍ସିଂହୋମ୍‌କୁ ସିଲ୍‌ କରି ଦିଆଯାଇଛି। ୭ ଦିନ ପାଇଁ ସମ୍ପୃକ୍ତ ନର୍ସିଂହୋମକୁ ସିଡିଏମ୍ଓ ସିଲ୍ କରିଦେଇଛନ୍ତି। ସହରରେ ଥିବା ଅନ୍ୟ ନର୍ସିଂହୋମଗୁଡ଼ିକରେ ମଧ୍ୟ ଯାଞ୍ଚ କଡ଼ାକଡ଼ି କରାଯାଇଛି।

Advertisment

ସୂଚନାଯୋଗ୍ୟ, ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୫ରେ ପହଞ୍ଚିଛି।  ଆକ୍ଟିଭ୍‌ କେସ୍‌ ୩୦୨ ରହିଛି। ୧୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଥିବା ବେଳେ ୪୭୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୦୮୬ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।

Advertisment