Advertisment

ନୂତନ ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ନେଲେ ଜି ମୋହନ କୁମାର

ଭୁବନେଶ୍ୱର: ଭାରତର ନୂତନ ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଜି ମୋହନ କୁମାର। ସେ ହେଉଛନ୍ତି ୧୯୭୯ ବ୍ୟାଚ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର। ଗତବର୍ଷ ସେପ୍ଟେମ୍ୱର ୧ରୁ ସେ ପ୍ରତିରକ୍ଷା ମନ୍ତ୍ରାଳୟର ଡିଫେନ୍ସ ପ୍ରଡକ୍ସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଇସ୍ପାତ, ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ସମ୍ପଦ ଏବଂ ଭ୍ୟାଟ  ଆଡମିନିେଷ୍ଟ୍ରସନ ଭଳି ମନ୍ତ୍ରାଳୟ ଓ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ଆସିଛନ୍ତି।

author-image
Rakesh Mallick
ନୂତନ ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ନେଲେ ଜି ମୋହନ କୁମାର

g-mohan-kumar-takes-charge-as-the-new-defence-secretary