Advertisment

ଓବିସି ସର୍ଭେର ଫାଇଦା କ’ଣ?

ପ୍ରଥମ ଥର ପାଇଁ ରାଜ୍ୟର ପଛୁଆ ବର୍ଗର ସ୍ଥିତି ଜାଣିବାକୁ ସର୍ଗେ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବିହାର ପରେ ଦ୍ୱିତୀୟ ରାଜ୍ୟ ଭାବରେ ଓଡିଶାରେ ଏହି ସର୍ଭେ ଆରମ୍ଭ ହୋଇଛି। ମେ ପହିଲାରୁ ଏହି ସର୍ଭେ ଆରମ୍ଭ ହୋଇଛି। ରାଜ୍ୟରେ ୫୪ ପ୍ରତିଶତ ଭୋଟର ହେଉଛନ୍ତି ୱିସି ବର୍ଗର। ତେଣୁ ୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସର୍ଭେ ହୋଇଥିବାରୁ ଓବିସି ବର୍ଗ ପାଇଁ କିଛି ପଦକ୍ଷେପ ନେଇପାରନ୍ତି ସରକାର। ଏଥିପାଇଁ ସର୍ଭେ ସମୟରେ ଆପଣଙ୍କୁ ସାମିଲ ହେବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଉଛି।

author-image
Debendra Prusty

OBC Survey OBC Odisha