ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନ ଉପରେ ବୋମାମାଡ

ocaକଟକ: ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନ ଉପରେ ଆଜି ବୋମାମାଡ ଅଭିଯୋଗ। ବିଡାନାସି ସ୍ଥିତ ଡିୟରପାର୍କ ନିକଟସ୍ଥ ତାଙ୍କ ଘରେ ଏହି ବୋମାମାଡ଼ ହୋଇଛି। ତିନିଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିବା ପରେ ଫେରାର ହୋଇଯାଇଥିଲେ । କଟକ ଡିସିପି ସଞ୍ଜିବ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।