Advertisment

ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନ ଉପରେ ବୋମାମାଡ

କଟକ: ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନ ଉପରେ ଆଜି ବୋମାମାଡ ଅଭିଯୋଗ। ବିଡାନାସି ସ୍ଥିତ ଡିୟରପାର୍କ ନିକଟସ୍ଥ ତାଙ୍କ ଘରେ ଏହି ବୋମାମାଡ଼ ହୋଇଛି। ତିନିଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିବା ପରେ ଫେରାର ହୋଇଯାଇଥିଲେ । କଟକ ଡିସିପି ସଞ୍ଜିବ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅଦ୍ୟତନ ହୋଇଛି
ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନ ଉପରେ ବୋମାମାଡ

oca

Advertisment

ocaକଟକ: ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ବାସଭବନ ଉପରେ ଆଜି ବୋମାମାଡ ଅଭିଯୋଗ। ବିଡାନାସି ସ୍ଥିତ ଡିୟରପାର୍କ ନିକଟସ୍ଥ ତାଙ୍କ ଘରେ ଏହି ବୋମାମାଡ଼ ହୋଇଛି। ତିନିଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିବା ପରେ ଫେରାର ହୋଇଯାଇଥିଲେ । କଟକ ଡିସିପି ସଞ୍ଜିବ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe