Advertisment

ସହିଦ୍‌ ପରିବାରକୁ ୧ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ଏହି ଓଲିଉଡ୍‌ ଅଭିନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ସହିଦ୍‌ଙ୍କ ପାଇଁ ଏବେ ସାରା ଦେଶ କାନ୍ଦୁଛି। ସମବେଦନାର ସୁଅ ଛୁଟୁଛି। ସହାନୁଭୂତି ଦେଖାଇ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ସରକାର, ନେତା, ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ସହାୟତା ପ୍ରଦାନ ପାଇଁ ଆଗେଇ ଆସିଛନ୍ତି। ନିକଟରେ ଓଲିଉଡ୍‌ ଷ୍ଟାର୍‌ ଅର୍ଦ୍ଧେନ୍ଦୁ ଓଡିଶାର ଦୁଇ ସହିଦ୍‌ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଉଭୟଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ […]

ସହିଦ୍‌ ପରିବାରକୁ ୧ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କଲେ ଏହି ଓଲିଉଡ୍‌ ଅଭିନେତା

vv

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲୱାମା ସହିଦ୍‌ଙ୍କ ପାଇଁ ଏବେ ସାରା ଦେଶ କାନ୍ଦୁଛି। ସମବେଦନାର ସୁଅ ଛୁଟୁଛି। ସହାନୁଭୂତି ଦେଖାଇ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ସରକାର, ନେତା, ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ସହାୟତା ପ୍ରଦାନ ପାଇଁ ଆଗେଇ ଆସିଛନ୍ତି।

Advertisment

publive-image

ନିକଟରେ ଓଲିଉଡ୍‌ ଷ୍ଟାର୍‌ ଅର୍ଦ୍ଧେନ୍ଦୁ ଓଡିଶାର ଦୁଇ ସହିଦ୍‌ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଉଭୟଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।

ପୂର୍ବରୁ ବଲଇଡ୍‌ର କିଛି କଳାକାର, କ୍ରିକେଟ ତାରକା ଓ ବିଭିନ୍ନ ସଂସ୍ଥା ପକ୍ଷରୁ ଏଭଳି ବଦାନ୍ୟତା ଦେଖିବାକୁ ମିଳିଥିବା ବେଳେ ଓଡିଆ ସିନେ କଳାକାରଙ୍କ ମଧ୍ୟରେ ଏକମାତ୍ର ଯୁବ ତାରକା ଅର୍ଦ୍ଧେନ୍ଦୁ ନିଜ ବଦାନ୍ୟତା ଦେଖାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe